ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ପ୍ରକାରର କିଛି ବସ୍ତୁ
ଉଦାହରଣ : ଆପଣ କିଛି ଚାହାଁନ୍ତି ଆପଣ କିଛି କହିବାକୁ ଚାହାଁନ୍ତି
किसी भी प्रकार की कोई वस्तु, बात आदि।
ଅର୍ଥ : ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି
ଉଦାହରଣ : ମୋତେ ବି କିଛି ହେବାକୁ ପଡ଼ିବ
महत्वपूर्ण व्यक्ति।
ଅର୍ଥ : କିଛି ପରିମାଣରେ
ଉଦାହରଣ : ଆପଣଙ୍କ କାମ କିଛି ବାକିଅଛି
थोड़े परिमाण में।
To a small degree or extent.
ଅର୍ଥ : କମ୍ ଅଂଶ ସହିତ ସମ୍ବନ୍ଧିତ ବା କମ୍ ଅଂଶର
ଉଦାହରଣ : ଏହି କ୍ଷେତ୍ରର ନ୍ୟୁନାଂଶୀୟ ଭାଗ ବଢ଼ି ଘେରରେ ଅଛି
ସମକକ୍ଷ : ଅଳ୍ପ, ଅଳ୍ପାଂଶୀୟ, କମ୍, ନ୍ୟୁନାଂଶୀୟ, ନ୍ୟୂନ
कम अंश से संबंधित या कम अंश का।
ଅର୍ଥ : ବେଶୀର ବିପରୀତ ତଥା ଅଳ୍ପ ଅଳ୍ପ
ଉଦାହରଣ : ସେ ଦୋକାନରୁ ଅଳ୍ପ ଜିନିଷ କିଣିଲା
ସମକକ୍ଷ : ଅଳ୍ପ, କମ୍, ଦି-ଚାରିଟା
थोक का उल्टा या थोड़ा-थोड़ा।
ଅର୍ଥ : ଯାହା ସଂଖ୍ୟାରେ ଅଳ୍ପ
ଉଦାହରଣ : ମୋ ପାଖରେ ଅଳ୍ପ ଟଙ୍କା ଅଛି
ସମକକ୍ଷ : ଅଳ୍ପ, କମ୍
जो संख्या में कम हो।
ଅର୍ଥ : ଯାହା ପରିମାଣରେ କମ୍
ଉଦାହରଣ : ନିଜର ପରିଶ୍ରମ ବଳରେ ସେ ଅଳ୍ପ ସମୟରେ ଅତ୍ୟଧିକ ଉନ୍ନତି କଲାଣି
ସମକକ୍ଷ : ଅପ୍ରଚୁର, ଅଳ୍ପ, କମ୍, ସ୍ୱଳ୍ପ
जो मात्रा में कम हो।
ସଂସ୍ଥାପନ କରନ୍ତୁ