ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କମଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କମଳା   ବିଶେଷ୍ୟ

ଅର୍ଥ : ଯେଉଁ ଲେମ୍ବୁଜାତୀୟ ଫଳ ମିଠା, ସୁଗନ୍ଧିତ ଏବଂ ରସାଳ ହୋଇଥାଏ

ଉଦାହରଣ : ସେ ପ୍ରତିଦିନ କମଳା ରସ ପିଅନ୍ତି

ସମକକ୍ଷ : ନାରଙ୍ଗୀ

नीबू की जाति का एक फल जो मीठा, सुगंधित और रसीला होता है।

वह प्रतिदिन नारंगी का रस पीता है।
कमला, नागर, नागरंग, नागरुक, नारंगी, वक्त्रवास, विषम-वल्कल

Round yellow to orange fruit of any of several citrus trees.

orange

ଅର୍ଥ : ଧନର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କୁ ବିଷ୍ଣୁଙ୍କ ପତ୍ନୀ କୁହାଯାଏ

ଉଦାହରଣ : ଲୋକେ ଧନ ପ୍ରାପ୍ତି ନିମନ୍ତେ ଲକ୍ଷ୍ମୀଙ୍କ ପୂଜା କରିଥାନ୍ତି

ସମକକ୍ଷ : ଇନ୍ଦିରା, ଚଞ୍ଚଳା, ଜଗନ୍ନମୟୀ, ନାରାୟଣୀ, ପଦ୍ମହସ୍ତା, ପଦ୍ମା, ପଦ୍ମାସନୀ, ପଦ୍ମିନୀ, ବିଷ୍ଣୁପ୍ରିୟା, ରମା, ଲକ୍ଷ୍ମୀ, ଶ୍ରୀ, ସିନ୍ଧୁକନ୍ୟା, ସିନ୍ଧୁଜା, ହରିପ୍ରିୟା

Hindu goddess of fortune and prosperity.

lakshmi

ଅର୍ଥ : ଲେମ୍ବୁ ଜାତିର ଏକ ମଧ୍ୟମ ଆକାରର ଗଛ

ଉଦାହରଣ : ନାରଙ୍ଗୀର ଫଳ ମିଠା,ସୁଗନ୍ଧିତ ଓ ରସାଳ ହୋଇଥାଏ

ସମକକ୍ଷ : ନାରଙ୍ଗୀ, ସନ୍ତରା

नीबू की जाति का एक मझोले आकार का पेड़।

नारंगी के फल मीठे, सुगंधित और रसीले होते हैं।
कमला, त्वग्गंध, त्वग्गन्ध, नरंग, नागर, नागरंग, नागरुक, नारंगी, नार्यंग, मधुराम्लरस, वरिष्ठ, विशाखज, विषम-वल्कल

Any citrus tree bearing oranges.

orange, orange tree