ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶ୍ରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶ୍ରୀ   ବିଶେଷ୍ୟ

ଅର୍ଥ : ଧନର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କୁ ବିଷ୍ଣୁଙ୍କ ପତ୍ନୀ କୁହାଯାଏ

ଉଦାହରଣ : ଲୋକେ ଧନ ପ୍ରାପ୍ତି ନିମନ୍ତେ ଲକ୍ଷ୍ମୀଙ୍କ ପୂଜା କରିଥାନ୍ତି

ସମକକ୍ଷ : ଇନ୍ଦିରା, କମଳା, ଚଞ୍ଚଳା, ଜଗନ୍ନମୟୀ, ନାରାୟଣୀ, ପଦ୍ମହସ୍ତା, ପଦ୍ମା, ପଦ୍ମାସନୀ, ପଦ୍ମିନୀ, ବିଷ୍ଣୁପ୍ରିୟା, ରମା, ଲକ୍ଷ୍ମୀ, ସିନ୍ଧୁକନ୍ୟା, ସିନ୍ଧୁଜା, ହରିପ୍ରିୟା

Hindu goddess of fortune and prosperity.

lakshmi

ଅର୍ଥ : ଏକ ଆଦରସୂଚକ ଶବ୍ଦ ଯାହା ପୁରୁଷମାନଙ୍କ ନାମର ପୂର୍ବରୁ ବା ସେମାନଙ୍କୁ ସମ୍ବୋଧନ କରିବାପାଇଁ ଲଗାଯାଇଥାଏ

ଉଦାହରଣ : ଶ୍ରୀମାନ ଅଜିତ ଯୋଗୀଙ୍କୁ ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି

ସମକକ୍ଷ : ଶ୍ରୀମାନ

एक आदरसूचक शब्द जो पुरुषों के नाम के पहले या उनको संबोधित करने के लिए लगाया जाता है।

श्रीमान् अजीत जोगी छत्तीसगढ़ के प्रथम मुख्य मंत्री नियुक्त किए गए हैं।
श्रीमान, श्रीमान्

A form of address for a man.

mister, mr, mr.

ଅର୍ଥ : ଏକ ଆଦରସୂଚକ ସମ୍ବୋଧନ

ଉଦାହରଣ : ପୁରୁଷଙ୍କ ନାମ ଆରମ୍ଭରେ ଶ୍ରୀ ଲେଖାଯାଏ

ସମକକ୍ଷ : ଶ୍ରୀମାନ୍, ଶ୍ରୀଯୁକ୍ତ

एक आदरसूचक संबोधन।

श्री पुरुषों के नाम के आगे लगाया जाता है।
श्री

A form of address for a man.

mister, mr, mr.

ଅର୍ଥ : ସମ୍ପୂର୍ଣ୍ଣ ଜାତିର ଏକ ରାଗ

ଉଦାହରଣ : ଶ୍ରୀରାଗରୁ ଅନେକ ରାଗର ଉତ୍ପତ୍ତି ହୋଇଛି

ସମକକ୍ଷ : ଶ୍ରୀରାଗ

संपूर्ण जाति का एक राग।

श्री से कई राग उत्पन्न हुए हैं।
श्री, श्री राग, श्रीराग

Any of various fixed orders of the various diatonic notes within an octave.

mode, musical mode