ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନାରାୟଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନାରାୟଣୀ   ବିଶେଷ୍ୟ

ଅର୍ଥ : ଧନର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କୁ ବିଷ୍ଣୁଙ୍କ ପତ୍ନୀ କୁହାଯାଏ

ଉଦାହରଣ : ଲୋକେ ଧନ ପ୍ରାପ୍ତି ନିମନ୍ତେ ଲକ୍ଷ୍ମୀଙ୍କ ପୂଜା କରିଥାନ୍ତି

ସମକକ୍ଷ : ଇନ୍ଦିରା, କମଳା, ଚଞ୍ଚଳା, ଜଗନ୍ନମୟୀ, ପଦ୍ମହସ୍ତା, ପଦ୍ମା, ପଦ୍ମାସନୀ, ପଦ୍ମିନୀ, ବିଷ୍ଣୁପ୍ରିୟା, ରମା, ଲକ୍ଷ୍ମୀ, ଶ୍ରୀ, ସିନ୍ଧୁକନ୍ୟା, ସିନ୍ଧୁଜା, ହରିପ୍ରିୟା

Hindu goddess of fortune and prosperity.

lakshmi

ଅର୍ଥ : ନେପାଳର ଗୋଟିଏ କ୍ଷେତ୍ର

ଉଦାହରଣ : ନାରାୟଣୀରେ ପାଞ୍ଚଟି ଜିଲ୍ଲା ରହିଛି

ସମକକ୍ଷ : ନାରାୟଣୀ ଅଂଚଳ, ନାରାୟଣୀ ଅଞ୍ଚଳ

नेपाल का एक क्षेत्र।

नारायणी में पाँच जिले हैं।
नारायणी, नारायणी अंचल, नारायणी अञ्चल

Any of the regions of the surface of the Earth loosely divided according to latitude or longitude.

geographical zone, zone

ଅର୍ଥ : ଜଣେ ଋଷି ପତ୍ନୀ

ଉଦାହରଣ : ପୁରାଣରେ ନାରାୟଣୀଙ୍କ ବର୍ଣ୍ଣନା ମିଳେ

एक ऋषि पत्नी।

नारायणी का वर्णन पुराणों में मिलता है।
नारायणी

An imaginary being of myth or fable.

mythical being

ଅର୍ଥ : ଗୋଟିଏ ନଦୀ

ଉଦାହରଣ : ନେପାଳ ଓ ଭାରତରେ ନାରାୟଣୀ ପ୍ରବାହିତ

ସମକକ୍ଷ : ନାରାୟଣୀ ନଈ, ନାରାୟଣୀ ନଦୀ

एक नदी।

नारायणी नेपाल व भारत में बहती है।
नारायणी, नारायणी नदी

A large natural stream of water (larger than a creek).

The river was navigable for 50 miles.
river