ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଦ୍ମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଦ୍ମା   ବିଶେଷ୍ୟ

ଅର୍ଥ : ଧନର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କୁ ବିଷ୍ଣୁଙ୍କ ପତ୍ନୀ କୁହାଯାଏ

ଉଦାହରଣ : ଲୋକେ ଧନ ପ୍ରାପ୍ତି ନିମନ୍ତେ ଲକ୍ଷ୍ମୀଙ୍କ ପୂଜା କରିଥାନ୍ତି

ସମକକ୍ଷ : ଇନ୍ଦିରା, କମଳା, ଚଞ୍ଚଳା, ଜଗନ୍ନମୟୀ, ନାରାୟଣୀ, ପଦ୍ମହସ୍ତା, ପଦ୍ମାସନୀ, ପଦ୍ମିନୀ, ବିଷ୍ଣୁପ୍ରିୟା, ରମା, ଲକ୍ଷ୍ମୀ, ଶ୍ରୀ, ସିନ୍ଧୁକନ୍ୟା, ସିନ୍ଧୁଜା, ହରିପ୍ରିୟା

Hindu goddess of fortune and prosperity.

lakshmi

ଅର୍ଥ : ବଙ୍ଗଳା ଦେଶର ଏକ ନଦୀ

ଉଦାହରଣ : ପଦ୍ମା ନଦୀରେ ଆ‌ସୁଥିବା ବନ୍ୟାଯୋଗୁଁ ବେଳେବେଳେ ପଶ୍ଚିମ ବଙ୍ଗର ମୁର୍ଶିଦାବାଦ ତଥା ନଦିଆ ଜିଲ୍ଲା ବି ପ୍ରଭାବିତ ହୁଅନ୍ତି

ସମକକ୍ଷ : ପଦ୍ମା ନଦୀ

बंगला देश की एक नदी।

पद्मा में आयी बाढ़ से कभी-कभी पश्चिम बंगाल के मुर्शिदाबाद तथा नादिया जिले भी प्रभावित हो जाते हैं।
पद्मा, पद्मा नदी

A large natural stream of water (larger than a creek).

The river was navigable for 50 miles.
river