ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଦ୍ମିନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଦ୍ମିନୀ   ବିଶେଷ୍ୟ

ଅର୍ଥ : ଧନର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କୁ ବିଷ୍ଣୁଙ୍କ ପତ୍ନୀ କୁହାଯାଏ

ଉଦାହରଣ : ଲୋକେ ଧନ ପ୍ରାପ୍ତି ନିମନ୍ତେ ଲକ୍ଷ୍ମୀଙ୍କ ପୂଜା କରିଥାନ୍ତି

ସମକକ୍ଷ : ଇନ୍ଦିରା, କମଳା, ଚଞ୍ଚଳା, ଜଗନ୍ନମୟୀ, ନାରାୟଣୀ, ପଦ୍ମହସ୍ତା, ପଦ୍ମା, ପଦ୍ମାସନୀ, ବିଷ୍ଣୁପ୍ରିୟା, ରମା, ଲକ୍ଷ୍ମୀ, ଶ୍ରୀ, ସିନ୍ଧୁକନ୍ୟା, ସିନ୍ଧୁଜା, ହରିପ୍ରିୟା

Hindu goddess of fortune and prosperity.

lakshmi

ଅର୍ଥ : କୋକଶାସ୍ତ୍ର ଅନୁସାରେ ସ୍ତ୍ରୀମାନଙ୍କ ଚାରିଜାତି ମଧ୍ୟରୁ ସର୍ବଶ୍ରେଷ୍ଠ ଜାତି

ଉଦାହରଣ : ପଦ୍ମିନୀ ସ୍ତ୍ରୀ ଅତ୍ୟନ୍ତ କୋମଳାଙ୍ଗୀ,ସୁଶୀଳା,ରୂପବତୀ ଏବଂ ପତିବ୍ରତା ହୋଇଥାଏ

ସମକକ୍ଷ : ପଦ୍ମିନୀ ନାରୀ

कोकशास्त्र के अनुसार स्त्रियों की चार जातियों में से सर्वोत्तम जाति।

पद्मिनी स्त्री अत्यंत कोमलांगी, सुशीला, रूपवती और पतिव्रता होती है।
पद्मिनी