ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଲେମ୍ବୁଜାତୀୟ ଫଳ ମିଠା, ସୁଗନ୍ଧିତ ଏବଂ ରସାଳ ହୋଇଥାଏ
ଉଦାହରଣ : ସେ ପ୍ରତିଦିନ କମଳା ରସ ପିଅନ୍ତି
ସମକକ୍ଷ : କମଳା
नीबू की जाति का एक फल जो मीठा, सुगंधित और रसीला होता है।
Round yellow to orange fruit of any of several citrus trees.
ଅର୍ଥ : ଲେମ୍ବୁ ଜାତିର ଏକ ମଧ୍ୟମ ଆକାରର ଗଛ
ଉଦାହରଣ : ନାରଙ୍ଗୀର ଫଳ ମିଠା,ସୁଗନ୍ଧିତ ଓ ରସାଳ ହୋଇଥାଏ
ସମକକ୍ଷ : କମଳା, ସନ୍ତରା
नीबू की जाति का एक मझोले आकार का पेड़।
Any citrus tree bearing oranges.
ଅର୍ଥ : ନାରଙ୍ଗର ଚୋପା ଭଳି ରଙ୍ଗ ବା ହଳଦୀ ମିଶା ଲାଲ ରଙ୍ଗ
ଉଦାହରଣ : ଚିତ୍ରକର ନିଜ ଚିତ୍ରକୁ ନାରଙ୍ଗୀରେ ରଙ୍ଗାଉଛି
नारंगी के छिलके के समान रंग या पीलापन लिए लाल रंग।
Orange color or pigment. Any of a range of colors between red and yellow.
ଅର୍ଥ : କମଳା ଚୋପା ରଙ୍ଗର ବା ହଳଦିଆ ମିଶା ଲାଲ ରଙ୍ଗର
ଉଦାହରଣ : ଶୀଲା ନାରଙ୍ଗୀ ଶାଢ଼ୀରେ ଭଲ ଦିଶୁଛି
ସମକକ୍ଷ : କମଳାରଙ୍ଗର
नारंगी के छिलके के समान रंग का या पीलापन लिए लाल रंग का।
Of the color between red and yellow. Similar to the color of a ripe orange.
ଅର୍ଥ : କମଳା ରଙ୍ଗର
ଉଦାହରଣ : ମୀରା ନାରଙ୍ଗୀ ରଙ୍ଗର ଶାଢ଼ୀ ପିନ୍ଧିଛି
फालसे के फल के रंग का।
Of a color intermediate between red and blue.
ସଂସ୍ଥାପନ କରନ୍ତୁ