ଅର୍ଥ : ଯେଉଁ ପଶୁ-ପକ୍ଷୀମାନଙ୍କୁ ଶିକାର କରାଯାଏ
ଉଦାହରଣ :
ଶିକାରଟି ଆହତ ହୋଇ ବୁଦା ଭିତରେ ଲୁଚିଗଲା
ଅର୍ଥ : ଯାହାକୁ ଲାଭ ଉଦ୍ଦେଶ୍ୟରେ କବଳିତ କରାଯାଏ
ଉଦାହରଣ :
ଆଜି ମୁଁ ଏକ ଭଲ ଶିକାର ଫସାଇଛି
ଅର୍ଥ : ମାଂସାହାରୀ ଜୀବଜନ୍ତୁମାନଙ୍କ ଦ୍ବାରା ଭକ୍ଷଣ କରା ଯାଉଥିବା କୀଟ,ପଶୁ,ପକ୍ଷୀ ଆଦି
ଉଦାହରଣ :
ଝିଟିପିଟି ନିଜ ଶିକାରକୁ ନିଜ ଜିଭରେ ଝାମ୍ପି ନେଲା
ସମକକ୍ଷ : ଆହାର, ଭକ୍ଷ ପଦାର୍ଥ, ଭୋଜନ