ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଙ୍ଗଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଙ୍ଗଳ   ବିଶେଷ୍ୟ

ଅର୍ଥ : ମଙ୍ଗଳ ଅବସରରେ ବା ମଙ୍ଗଳ କାମନା କରି ଗାନ କରା ଯାଉଥିବା ଗୀତ

ଉଦାହରଣ : ପୂଜା ସମୟରେ କେତେକ ମହିଳା ମଙ୍ଗଳ ଗୀତ ଗାଉଥିଲେ

ସମକକ୍ଷ : ମଙ୍ଗଳ ଗୀତ

एक प्रकार का गीत जो मंगल अवसरों पर गाया जाता है या मंगल की कामना से गाया जाता है।

पूजा के समय कुछ महिलाएँ मंगल गीत गा रही थीं।
मंगल, मंगल गीत, मांगलिक गीत, सोहर

ଅର୍ଥ : ସୁଖ, ସମୃଦ୍ଧି ତଥା କୁଶଳତାରେ ପରିପୂର୍ଣ୍ଣ ହେବା ଅବସ୍ଥା

ଉଦାହରଣ : ଏପରି କାମ କର ଯେଉଁଥିରେ ସମସ୍ତଙ୍କର କଲ୍ୟାଣ ହେବ

ସମକକ୍ଷ : କଲ୍ୟାଣ, ଭଲ, ଶୁଭ, ହିତ

सुख, समृद्धि तथा कुशलता से परिपूर्ण होने की अवस्था।

हमें सबके कल्याण की कामना करनी चाहिए।
कल्याण, भद्र, भला, भलाई, मंगल, शुभ, सलामती, स्वस्ति, हित

A contented state of being happy and healthy and prosperous.

The town was finally on the upbeat after our recent troubles.
eudaemonia, eudaimonia, upbeat, welfare, well-being, wellbeing

ଅର୍ଥ : ସୁଖୀ ଓ ସୁସ୍ଥ ରହିବାର ଅବସ୍ଥା

ଉଦାହରଣ : ଘରେ ସମସ୍ତେ କୁଶଳରେ ଅଛନ୍ତି

ସମକକ୍ଷ : ଆନନ୍ଦ, କୁଶଳ, ସୁଖ

The condition of prospering. Having good fortune.

prosperity, successfulness

ଅର୍ଥ : କାହାଦ୍ୱାରା ବା ଅନ୍ୟ କୌଣସି ପ୍ରକାରରେ ହେଉଥିବା କାହାର ମଙ୍ଗଳ

ଉଦାହରଣ : ସେହି କାମକର ଯାହାଦ୍ୱାରା ସମସ୍ତଙ୍କର ହିତ ହେବ

ସମକକ୍ଷ : କଲ୍ୟାଣ, ଫାଇଦା, ଭଲ, ହିତ

किसी के द्वारा या अन्य किसी प्रकार से होने वाली किसी की भलाई।

वही काम करें जिसमें सबका हित हो।
कल्याण, फ़ायदा, फायदा, भला, मंगल, हित

Something that aids or promotes well-being.

For the benefit of all.
benefit, welfare