ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରକାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରକାର   ବିଶେଷ୍ୟ

ଅର୍ଥ : (ଜୀବବିଜ୍ଞାନ) କୌଣସି ଜାତିରେ ଜୀବମାନଙ୍କର ଗୋଟିଏ ବର୍ଗ ଯାହା ସମାନ ବର୍ଗ ଠାରୁ ମାମୁଲି ରୂପରେ ଅଲଗା ବା ଭିନ୍ନ ହୋଇଥାଏ

ଉଦାହରଣ : ଗୋଟିଏ ନୂଆ ପ୍ରକାରର ସୂକ୍ଷ୍ମଜୀବମାନଙ୍କର ସନ୍ଧାନ ମିଳିଛି

ସମକକ୍ଷ : ଆକାର, ଫର୍ମ

जीवविज्ञान में किसी जाति में जीवों का एक वर्ग जो समान वर्ग से मामूली रूप में अलग या भिन्न होता है।

सूक्ष्मजीवों के एक नए प्रकार का पता चला है।
प्रकार, फार्म, फॉर्म, स्ट्रेन

ଅର୍ଥ : ଏକ ପ୍ରକାର ମୂଳରୁ ଉତ୍ପନ୍ନ ହୋଉଥିବା ବସ୍ତୁ ବା ଜୀବଆଦିର ବର୍ଗ ଯାହା ଅନ୍ୟ ଜୀବ ବା ବସ୍ତୁଠାରୁ ତାକୁ ଭିନ୍ନ କରେ

ଉଦାହରଣ : ଏହି ବଗିଚାରେ ବହୁ ପ୍ରକାରର ଗୋଲାପ ଅଛି

ସମକକ୍ଷ : ଜାତିର, ରକମ

एक ही तरह की अथवा एक ही मूल से उत्पन्न वस्तुओं, जीवों आदि का ऐसा वर्ग जो उसे दूसरी वस्तुओं या जीवों से अलग करता हो।

इस बगीचे में कई प्रकार के गुलाब हैं।
आकर, क़िस्म, किस्म, क्वालिटी, ढब, तरह, तर्ज, प्रकार, भाँति, भेद, रूप

A category of things distinguished by some common characteristic or quality.

Sculpture is a form of art.
What kinds of desserts are there?.
form, kind, sort, variety

ଅର୍ଥ : ଏକ ବିଶେଷ ପ୍ରକାର ବସ୍ତୁ

ଉଦାହରଣ : ମୁଁ ଆଗରୁ ଥରେ ଏହି ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଛି

ସମକକ୍ଷ : ଭଳି, ରକମ

* विशेष प्रकार की वस्तु।

इस प्रकार की समस्या एक बार मुझे पहले भी आ चुकी है।
तरह, प्रकार

A particular type of thing.

Problems of this type are very difficult to solve.
He's interested in trains and things of that nature.
Matters of a personal nature.
nature

ଅର୍ଥ : ଜୀବ ଜନ୍ତୁଙ୍କ ଧର୍ମ, ଆକୃତି ଇତ୍ୟାଦିର ସମାନତାକୁ ବିଚାରକରି କରାଯାଇଥିବା ବିଭାଗ

ଉଦାହରଣ : ଭାରତରେ ବିଭିନ୍ନ ପ୍ରକାରର ଆମ୍ବ ମିଳେ

ସମକକ୍ଷ : ଜାତି, ପ୍ରଜାତି

जीव-जंतुओं के धर्म, आकृति आदि की समानता के विचार से किया हुआ विभाग।

भारत में आम की कई जातियाँ पाई जाती हैं।
जाति, नसल, नस्ल, प्रजाति

(biology) taxonomic group whose members can interbreed.

species

ପ୍ରକାର   ବିଶେଷଣ

ଅର୍ଥ : ଯେଉଁ ପ୍ରକାରର

ଉଦାହରଣ : ତା ଭଳି ବାହାଦୁର ଏଠାରେ କେହିନାହିଁ

ସମକକ୍ଷ : ପରି, ଭଳି

जिस प्रकार का।

उसके जैसा कंजूस यहाँ कोई नहीं है।
जस, जैसा, सरीखा

Having the same or similar characteristics.

All politicians are alike.
They looked utterly alike.
Friends are generally alike in background and taste.
alike, like, similar