ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆତୁରତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆତୁରତା   ବିଶେଷ୍ୟ

ଅର୍ଥ : ଉଦବିଗ୍ନ ହେବାର ଅବସ୍ଥା ବା ଭାବ

ଉଦାହରଣ : ଉଦବିଗ୍ନତା କାରଣରୁ ଏହି କାର୍ଯ୍ୟରେ ମୁଁ ନିଜର ମନୋନିବେଶ କରିପାରୁନାହିଁ

ସମକକ୍ଷ : ଆକୁଳତା, ଉଦବିଗ୍ନତା, ବିକଳତା, ବ୍ୟାକୁଳତା

ଅର୍ଥ : ଆତୁର ହେବାର ଅବସ୍ଥା

ଉଦାହରଣ : ଦୁଇ ବର୍ଷ କାଳ ଘରୁ ଦୂରରେ ରହିବା ପରେ ଘର ଲୋକଙ୍କ ସହିତ ମିଶିବାପାଇଁ ତାଙ୍କର ଆତୁରତା ବଢ଼ିଚାଲିଥିଲା

ସମକକ୍ଷ : ଅସ୍ଥିରତା, ଉତ୍‌କଣ୍ଠା, ବ୍ୟଗ୍ରତା

A lack of patience. Irritation with anything that causes delay.

impatience, restlessness