ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଶାନ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଶାନ୍ତି   ବିଶେଷ୍ୟ

ଅର୍ଥ : ଭୟ, ଚିନ୍ତାଆଦି କାରଣରୁ ମସ୍ତିଷ୍କର ଶିରା ପ୍ରଶିରାରେ ଅସ୍ଥିରତାର କ୍ରିୟା ଯାହାଦ୍ୱାରା ଚିନ୍ତା ବଢ଼ିଯାଏ

ଉଦାହରଣ : ମାନସିକ ଅସ୍ଥିରତା କାରଣରୁ ତାର ଦେହ ଖରାପ ହୋଇଗଲା

ସମକକ୍ଷ : ଅସ୍ଥିରତା, ଚିନ୍ତା

भय, चिंता आदि के कारण मस्तिष्क की नसों के तन जाने की क्रिया जिससे विकलता बढ़ जाती है।

मानसिक तनाव के कारण वह बीमार पड़ गया।
टेंशन, टेन्शन, तनाव, स्ट्रेस

(psychology) a state of mental or emotional strain or suspense.

He suffered from fatigue and emotional tension.
Stress is a vasoconstrictor.
stress, tenseness, tension

ଅର୍ଥ : କୌଣସି ଭୟଙ୍କର ବା ଚିନ୍ତାଜନକ ଘଟଣା କାରଣରୁ ଲୋକଙ୍କର ହେଉଥିବା ଭୟ ଯାହାର ଫଳ ସ୍ୱରୂପ ଲୋକେ ନିଜ ରକ୍ଷାର ଉପାୟ ଭାବିବାକୁ ଲାଗନ୍ତି

ଉଦାହରଣ : ବମ୍‌ ଫୁଟିବାରୁ ଲୋକଙ୍କ ମଧ୍ୟରେ ଅଶାନ୍ତି ଖେଳିଗଲା

ସମକକ୍ଷ : ଉଦ୍‌ବେଗ, କ୍ଷୋଭ, ଭୟ

किसी विकट या चिंताजनक घटना के कारण लोगों को होनेवाला भय जिसके फलस्वरूप लोग अपनी रक्षा के उपाय सोचने लगते हैं।

बम फूटते ही लोगों में अशांति फैल गई।
अकुलाहट, अशांति, अशान्ति, उद्वेग, क्षोभ, घबड़ाहट, घबराहट, सनसनी

An uncomfortable feeling of mental painfulness or distress.

discomfort, irritation, soreness