ଅର୍ଥ : କୌଣସି ବସ୍ତୁ, କଥା ଆଦି ସ୍ୱୀକାର ନ କରିବାର ପ୍ରକ୍ରିୟା
ଉଦାହରଣ :
ଆପଣ ମୋର ଅନୁରୋଧକୁ ଅସ୍ୱୀକାର କରନ୍ତୁ ନାହିଁ
ସମକକ୍ଷ : ଅମଙ୍ଗ, ଅସ୍ୱୀକାର, ଅସ୍ୱୀକୃତି, ନାମଞ୍ଜୁର, ପ୍ରତ୍ୟାଖ୍ୟାନ
ଅର୍ଥ : କୌଣସି କଥା ବା କାର୍ଯ୍ୟଆଦିରେ ସହମତ ନହେବା କ୍ରିୟା ବା ଭାବ
ଉଦାହରଣ :
ସଦସ୍ୟମାନଙ୍କ ଅସହମତି କାରଣରୁ ଏହି ବିଷୟ ଶେଷପର୍ଯ୍ୟାୟରେ ଅଟକି ରହିଛି
ସମକକ୍ଷ : ଅରାଜି, ଅସହମତି, ନାରାଜ, ସହମତିହୀନତା