ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅରାଜି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅରାଜି   ବିଶେଷ୍ୟ

ଅର୍ଥ : ଅପ୍ରସନ୍ନ ହେବାର ଅବସ୍ଥା ବା ଭାବ

ଉଦାହରଣ : ଶେଷରେ ! ଆପଣଙ୍କ ଅରାଜିର କାରଣ କଣ?

ସମକକ୍ଷ : ଅପ୍ରସନ୍ନତା, ଅସନ୍ତୁଷ୍ଟତା, କ୍ଷୁଣ୍ଣତା, ରୁଷ୍ଟତା

The feeling of being displeased or annoyed or dissatisfied with someone or something.

displeasure

ଅର୍ଥ : କୌଣସି କଥା ବା କାର୍ଯ୍ୟଆଦିରେ ସହମତ ନହେବା କ୍ରିୟା ବା ଭାବ

ଉଦାହରଣ : ସଦସ୍ୟମାନଙ୍କ ଅସହମତି କାରଣରୁ ଏହି ବିଷୟ ଶେଷପର୍ଯ୍ୟାୟରେ ଅଟକି ରହିଛି

ସମକକ୍ଷ : ଅସମ୍ମତି, ଅସହମତି, ନାରାଜ, ସହମତିହୀନତା

किसी बात, कार्य आदि पर सहमत न होने की क्रिया या भाव।

सदस्यों की असहमति के कारण यह प्रकरण अधर में लटका हुआ है।
असम्मति, असहमति, वैमत्य, सहमतिहीनता

The speech act of disagreeing or arguing or disputing.

disagreement

ଅରାଜି   ବିଶେଷଣ

ଅର୍ଥ : ଯିଏ ସହମତ ବା ରାଜି ନୁହେଁ

ଉଦାହରଣ : ଏହି ପ୍ରସ୍ତାବରେ ଯେଉଁମାନେ ଅସମ୍ମତ ଦୟାକରି ନିଜ ହାତ ଟେକନ୍ତୁ

ସମକକ୍ଷ : ଅମତ, ଅସମ୍ମତ, ଅସହମତ

जो सहमत या राज़ी न हो।

इस प्रस्ताव से असहमत लोग कृपया अपना हाथ उठाएँ।
अमत, असम्मत, असहमत

Disagreeing, especially with a majority.

dissentient, dissenting, dissident