ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସ୍ୱୀକୃତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସ୍ୱୀକୃତି   ବିଶେଷ୍ୟ

ଅର୍ଥ : ଅମାନ୍ୟ କରିବାର କ୍ରିୟା ବା ଭାବ

ଉଦାହରଣ : ଜାଲ ଦସ୍ତଖତ ହୋଇଥିବା ଦସ୍ତାବିଜର ଅସ୍ୱୀକୃତି ଆବଶ୍ୟକ

अमान्य करने की क्रिया या भाव।

फर्जी दस्तखत वाले दस्तावेज़ों का अमान्यकरण आवश्यक है।
अमान्यकरण

Unsatisfactoriness by virtue of not conforming to approved standards.

unacceptability, unacceptableness

ଅର୍ଥ : ସ୍ୱୀକାର ନକରିବା କ୍ରିୟା ବା ଭାବ

ଉଦାହରଣ : ପ୍ରଧାନାଚାର୍ଯ୍ୟ ମୋର ପ୍ରାର୍ଥନା ପତ୍ର ଉପରେ ନିଜର ଅସ୍ୱୀକୃତି ଜଣାଇଲେ

ସମକକ୍ଷ : ଅସମ୍ମତି, ଅସହମତି, ନାମଞ୍ଜୁରୀ

स्वीकार न करने की क्रिया या भाव।

प्रधानाचार्य ने मेरे प्रार्थना पत्र पर अपनी अस्वीकृति जताई।
असम्मति, असहमति, अस्वीकृति, इंकारी, इनकारी, इन्कारी, नामंजूरी

The act of disapproving or condemning.

disapproval

ଅର୍ଥ : କୌଣସି ବସ୍ତୁ, କଥା ଆଦି ସ୍ୱୀକାର ନ କରିବାର ପ୍ରକ୍ରିୟା

ଉଦାହରଣ : ଆପଣ ମୋର ଅନୁରୋଧକୁ ଅସ୍ୱୀକାର କରନ୍ତୁ ନାହିଁ

ସମକକ୍ଷ : ଅମଙ୍ଗ, ଅସମ୍ମତି, ଅସ୍ୱୀକାର, ନାମଞ୍ଜୁର, ପ୍ରତ୍ୟାଖ୍ୟାନ

किसी वस्तु, बात आदि को स्वीकार न करने की क्रिया।

मुझे आपसे अस्वीकार की आशा नहीं थी।
अपज्ञान, अपदेश, अस्वीकरण, अस्वीकार, इंकार, इनकार, इन्कार, ना-नुकर, ना-नुकुर, नामंजूर, नाहीं

The act of refusing.

refusal