ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସ୍ୱୀକାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସ୍ୱୀକାର   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁ, କଥା ଆଦି ସ୍ୱୀକାର ନ କରିବାର ପ୍ରକ୍ରିୟା

ଉଦାହରଣ : ଆପଣ ମୋର ଅନୁରୋଧକୁ ଅସ୍ୱୀକାର କରନ୍ତୁ ନାହିଁ

ସମକକ୍ଷ : ଅମଙ୍ଗ, ଅସମ୍ମତି, ଅସ୍ୱୀକୃତି, ନାମଞ୍ଜୁର, ପ୍ରତ୍ୟାଖ୍ୟାନ

किसी वस्तु, बात आदि को स्वीकार न करने की क्रिया।

मुझे आपसे अस्वीकार की आशा नहीं थी।
अपज्ञान, अपदेश, अस्वीकरण, अस्वीकार, इंकार, इनकार, इन्कार, ना-नुकर, ना-नुकुर, नामंजूर, नाहीं

The act of refusing.

refusal

ଅର୍ଥ : ନିଜ ସମ୍ମୁଖକୁ ଆସିଥିବା ପ୍ରାର୍ଥନା, ଉକ୍ତି ଆଦିର ଅସ୍ୱୀକୃତି ବା ନାମଞ୍ଜୁରୀ

ଉଦାହରଣ : ରାଜାଙ୍କ ପ୍ରତ୍ୟାଖ୍ୟାନ ଶୁଣି ମନ୍ତ୍ରୀ ଫେରି ଚାଲିଗଲେ

ସମକକ୍ଷ : ପ୍ରତ୍ୟାଖ୍ୟାନ

अपने सम्मुख आई प्रार्थना, कथन आदि की अस्वीकृति या नामंजूरी।

राजा का अपासन सुनकर मंत्री वापस लौट गया।
अपासन

The act of refusing an offer.

The turndown was polite but very firm.
nonacceptance, turndown