ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସହମତିହୀନତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସହମତିହୀନତା   ବିଶେଷ୍ୟ

ଅର୍ଥ : କୌଣସି କଥା ବା କାର୍ଯ୍ୟଆଦିରେ ସହମତ ନହେବା କ୍ରିୟା ବା ଭାବ

ଉଦାହରଣ : ସଦସ୍ୟମାନଙ୍କ ଅସହମତି କାରଣରୁ ଏହି ବିଷୟ ଶେଷପର୍ଯ୍ୟାୟରେ ଅଟକି ରହିଛି

ସମକକ୍ଷ : ଅରାଜି, ଅସମ୍ମତି, ଅସହମତି, ନାରାଜ

किसी बात, कार्य आदि पर सहमत न होने की क्रिया या भाव।

सदस्यों की असहमति के कारण यह प्रकरण अधर में लटका हुआ है।
असम्मति, असहमति, वैमत्य, सहमतिहीनता

The speech act of disagreeing or arguing or disputing.

disagreement