ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୈକ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୈକ୍ୟ   ବିଶେଷ୍ୟ

ଅର୍ଥ : ଆପସରେ ମିଶୁନଥିବା ଦୁଇ ବା ଅଧିକ ବ୍ୟକ୍ତି ବା ପକ୍ଷଙ୍କ ମତ

ଉଦାହରଣ : ନିଜ ନିଜ ମତଭେଦ ଯୋଗୁଁ ଏହି କାର୍ଯ୍ୟ ହୋଇପାରୁନାହିଁ

ସମକକ୍ଷ : ମତଭିନ୍ନତା, ମତଭେଦ, ମତାନ୍ତର

वह अवस्था जिसमें दो या अधिक व्यक्तियों या पक्षों के मत आपस में नहीं मिलते हैं।

आपसी मतभेद के कारण यह कार्य नहीं हो सका।
अनैक्य, मत भिन्नता, मतभेद, मतांतर, वैमत्य

A conflict of people's opinions or actions or characters.

disagreement, dissension, dissonance

ଅର୍ଥ : କୌଣସି କଥାକୁ ଠିକ ନମାନି ତା ସଂପର୍କରେ କିଛି କହିବାର କ୍ରିୟା

ଉଦାହରଣ : ଭଲ କାମ କରିବାରେ କାହାରି ଆପତ୍ତି ନରହିବା ଉଚିତ୍‌

ସମକକ୍ଷ : ଅସମ୍ମତି, ଆପତ୍ତି, ବାଧା, ବିରୋଧ, ବିରୋଧିତା

किसी काम या बात के अनुचित, अव्यावहारिक, नीति-विरुद्ध या हानिकारक जान पड़ने पर उसे रोकने के उद्देश्य से कही जानेवाली विरोधी बात।

अच्छा काम करने में किसी को आपत्ति नहीं होनी चाहिए।
किसानों ने नए कृषि कानूनों का डट कर विरोध किया।
आपत्ति, इतराज, इतराजी, उज़्र, उज्र, एतराज, एतराज़, ऐतराज, ऐतराज़, मुजायकः, मुजायका, विरोध

The speech act of objecting.

objection