ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋଲାପି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋଲାପି   ବିଶେଷଣ

ଅର୍ଥ : ଅବିର ବା ଗୋଲାପି ରଙ୍ଗର

ଉଦାହରଣ : ତାଙ୍କ ଦେହରେ ଗୋଲାପି ଶାଢ଼ୀ ଭଲ ଦିଶୁଛି

ସମକକ୍ଷ : ଅବିର

अबीर या गुलाल के रंग का।

उस पर अबीरी साड़ी अच्छी लग रही है।
अबीरी

ଅର୍ଥ : ଗୋଲାପର ବା ଗୋଲାପ ସହ ସମ୍ବନ୍ଧିତ

ଉଦାହରଣ : ବରଯାତ୍ରୀମାନଙ୍କ ଉପରେ ଗୋଲାପି ଅତର ଛିଞ୍ଚାଗଲା

गुलाब का या गुलाब से संबंधित।

बारातियों पर गुलाबी इत्र छिड़का गया।
गुलाबी

Of or pertaining to or characteristic of plants of the family Rosaceae.

rosaceous

ଅର୍ଥ : କମ୍‌ ବା ଅଳ୍ପ

ଉଦାହରଣ : ବସନ୍ତ ଋତୁର କଅଁଳିଆ ଶୀତ ସମସ୍ତଙ୍କୁ ଭଲ ଲାଗେ

ସମକକ୍ଷ : ଅଳ୍ପ, କଅଁଳିଆ, ହାଲୁକା

कम या थोड़ा।

वसंत ऋतु की गुलाबी ठंड सबको अच्छी लगती है।
गुलाबी, हलका, हल्का