ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କମ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କମ୍   ବିଶେଷଣ

ଅର୍ଥ : ବେଶୀର ବିପରୀତ ତଥା ଅଳ୍ପ ଅଳ୍ପ

ଉଦାହରଣ : ସେ ଦୋକାନରୁ ଅଳ୍ପ ଜିନିଷ କିଣିଲା

ସମକକ୍ଷ : ଅଳ୍ପ, କିଛି, ଦି-ଚାରିଟା

थोक का उल्टा या थोड़ा-थोड़ा।

उसने दूकान से फुटकर सामान ख़रीदा।
खुदरा, फुटकर, फुटकल, रिटेल, रीटेल

ଅର୍ଥ : ଯାହା ସଂଖ୍ୟାରେ ଅଳ୍ପ

ଉଦାହରଣ : ମୋ ପାଖରେ ଅଳ୍ପ ଟଙ୍କା ଅଛି

ସମକକ୍ଷ : ଅଳ୍ପ, କିଛି

जो संख्या में कम हो।

मुझे कुछ रुपयों की ज़रूरत है।
कल की पार्टी में इनेगिने लोग आए थे।
इना-गिना, इनागिना, कतिपय, कमतर, कुछ, चंद, चन्द, बहुत कम, हेक