ଅର୍ଥ : ଯାହାର ବହୁତ କମ୍ ବା ଅଳ୍ପକିଛି ଜ୍ଞାନ ଅଛି
ଉଦାହରଣ :
ସ୍ବଳ୍ପଜ୍ଞ ବ୍ୟକ୍ତି ଜ୍ଞାନୀ ଓ ମୁର୍ଖଙ୍କ ମଧ୍ୟରେ ଥାଏ
ସମକକ୍ଷ : ଅଳ୍ପଜ୍ଞାନୀ, ସ୍ବଳ୍ପଜ୍ଞ
ଅର୍ଥ : ଯେ ଭଲ ଜାଣିବାବାଲା ନୁହେଁ
ଉଦାହରଣ :
ଅଳ୍ପଜ୍ଞ ବ୍ୟକ୍ତିକୁ ଏଭଳି ଗୂଢ କଥା ପଚାରିବାରେ କି ଲାଭ ହେବ?
ସମକକ୍ଷ : ସ୍ବଳ୍ପଜ୍ଞ
ଅର୍ଥ : କମ୍ ବା ଅଳ୍ପ ବୁଝିବା ଲୋକ
ଉଦାହରଣ :
ସ୍ବଳ୍ପଜ୍ଞ ବିଦ୍ୟାର୍ଥୀମାନଙ୍କୁ ପଢାଇବା ନିମନ୍ତେ ଶିକ୍ଷକମାନେ ଅଧିକ ପରିଶ୍ରମ କରିବା ଆବଶ୍ୟକ
ସମକକ୍ଷ : ଅଳ୍ପବୁଦ୍ଧି, ସ୍ବଳ୍ପଜ୍ଞ