ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ବଳ୍ପଜ୍ଞ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ବଳ୍ପଜ୍ଞ   ବିଶେଷଣ

ଅର୍ଥ : ଯାହାର ବହୁତ କମ୍‌ ବା ଅଳ୍ପକିଛି ଜ୍ଞାନ ଅଛି

ଉଦାହରଣ : ସ୍ବଳ୍ପଜ୍ଞ ବ୍ୟକ୍ତି ଜ୍ଞାନୀ ଓ ମୁର୍ଖଙ୍କ ମଧ୍ୟରେ ଥାଏ

ସମକକ୍ଷ : ଅଳ୍ପଜ୍ଞ, ଅଳ୍ପଜ୍ଞାନୀ

जिसे बहुत कम या थोड़ा ज्ञान हो।

अल्पज्ञ व्यक्ति ज्ञानी और मूर्ख के बीच में होता है।
अल्पज्ञ, अल्पज्ञानी

ଅର୍ଥ : ଯେ ଭଲ ଜାଣିବାବାଲା ନୁହେଁ

ଉଦାହରଣ : ଅଳ୍ପଜ୍ଞ ବ୍ୟକ୍ତିକୁ ଏଭଳି ଗୂଢ କଥା ପଚାରିବାରେ କି ଲାଭ ହେବ?

ସମକକ୍ଷ : ଅଳ୍ପଜ୍ଞ

जो अच्छा जानकार न हो।

अल्पज्ञ व्यक्ति से ऐसी गूढ़ बातें पूछने से क्या फायदा होगा।
अल्पज्ञ

ଅର୍ଥ : କମ୍‌ ବା ଅଳ୍ପ ବୁଝିବା ଲୋକ

ଉଦାହରଣ : ସ୍ବଳ୍ପଜ୍ଞ ବିଦ୍ୟାର୍ଥୀମାନଙ୍କୁ ପଢାଇବା ନିମନ୍ତେ ଶିକ୍ଷକମାନେ ଅଧିକ ପରିଶ୍ରମ କରିବା ଆବଶ୍ୟକ

ସମକକ୍ଷ : ଅଳ୍ପଜ୍ଞ, ଅଳ୍ପବୁଦ୍ଧି

कम या थोड़ी समझ वाला।

अल्पज्ञ विद्यार्थियों को पढ़ाने के लिए शिक्षकों को अधिक मेहनत करनी चाहिए।
अल्पज्ञ, अल्पदृष्टि, अल्पबुद्धि, कम-समझ, तुच्छ-बुद्धि, बोदा, बोद्दा

Having a mental age of three to seven years.

idiotic, imbecile, imbecilic