ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନବରତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନବରତ   କ୍ରିୟା ବିଶେଷଣ

ଅର୍ଥ : ବିନା ଆରାମରେ

ଉଦାହରଣ : ସେ ଅହରହ ଅବିରତ କାମ କରୁଛନ୍ତି

ସମକକ୍ଷ : ଅବିରତ, ନିରବଚ୍ଚିନ୍ନ ଭାବରେ

बिना आराम किए।

वह लगातार बेआराम काम करता रहता है।
बेआराम

In a restless manner.

He cracked his knuckles restlessly.
restlessly

ଅର୍ଥ : ପ୍ରତ୍ୟେକ ମୁହୂର୍ତ୍ତ ବା ପ୍ରତ୍ୟେକ ସମୟ

ଉଦାହରଣ : ଆମେ ସବୁବେଳେ ସତ କହିବା

ସମକକ୍ଷ : ଅନବଧି, ଅହରହ, ଅହର୍ନିଶ, ଦିନରାତି, ନିରନ୍ତର, ନିଶିଦିବସ, ସଦାବେଳେ, ସବୁବେଳେ, ସବୁସମୟରେ, ସର୍ବଦା, ହରଦମ

ଅର୍ଥ : ବିନା ବିରାମରେ, ବିନା କ୍ରମଭଙ୍ଗରେ ବା ନ ଅଟକି

ଉଦାହରଣ : ଦୁଇ ଘଣ୍ଟା ଧରି ଲଗାତାର ବର୍ଷା ହେଉଛି ସଚିନ ଲାଗଲାଗ ଛକା ଲଗେଇଚାଲିଛି

ସମକକ୍ଷ : ଅବିରତ, ଅବିରାମ, ଅବିଶ୍ରାନ୍ତ, ଅହରହ, ଧମାଧମ, ନିରନ୍ତର, ଲଗାତାର, ଲାଗଲାଗ

बिना विराम के या बिना रुके या बिना क्रम-भंग के।

दो घंटे से लगातार बारिश हो रही है।
सचिन दनादन छक्के लगा रहा है।
अनंतर, अनन्तर, अनवरत, अनिश, अनुक्षण, अविच्छिन्न, अविच्छेद, अविरत, अविरामतः, अविश्रांत, अविश्रान्त, असरार, अहरह, आसंग, आसङ्ग, इकतार, ताबड़तोड़, दनादन, धड़ाधड़, निरंतर, निरन्तर, प्रतिक्षण, बराबर, मुत्तसिल, लगातार, सतत

ଅନବରତ   ବିଶେଷଣ

ଅର୍ଥ : ନିରନ୍ତର ହେଉଥିବା

ଉଦାହରଣ : ଅନବରତ ବର୍ଷାହେବା କାରଣରୁ ଜନ-ଜୀବନ ଅସ୍ତବ୍ୟସ୍ତ ହୋଇଗଲା

ସମକକ୍ଷ : ଅବିଛିନ୍ନ, ଅବିରତ, କ୍ରମାଗତ, ଲଗାତର

ଅର୍ଥ : ନ ଅଟକି ନିରନ୍ତରଭାବେ ଆଗକୁ ବଢ଼ୁଥିବା ବା ଚାଲୁଥିବା

ଉଦାହରଣ : ଶ୍ରୀମତୀ ମଲ୍ଲିକ ଅନର୍ଗଳ ଭାଷଣ ଦିଅନ୍ତି

ସମକକ୍ଷ : ଅନର୍ଗଳ, ଅବିରାମ, ନିରନ୍ତର, ନିରବଚ୍ଛିନ

धारा के रूप में बिना रुके आगे बढ़ने या चलने वाला।

श्रीमती मल्लिक धारा प्रवाह भाषण देती हैं।
धारा प्रवाह, धाराप्रवाह, धारावत

Smooth and unconstrained in movement.

A long, smooth stride.
The fluid motion of a cat.
The liquid grace of a ballerina.
fluent, fluid, liquid, smooth