ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅବିରାମ ହେବାର ଭାବ ବା ଅବସ୍ଥା ବା ସର୍ବଦା ଗତିଶୀଳ ରହିବା ଭାବ
ଉଦାହରଣ : ନିରନ୍ତରତା ହିଁ ଜୀବନର ମୂଳ ମନ୍ତ୍ର
ସମକକ୍ଷ : ଅବିରାମତା, ନିରନ୍ତରତା, ସତତତା, ସାତତ୍ୱ
अविराम होने की अवस्था या भाव या सदा गतिशील रहने का भाव।
The act of continuing an activity without interruption.
ଅର୍ଥ : ବିନା ଆରାମରେ
ଉଦାହରଣ : ସେ ଅହରହ ଅବିରତ କାମ କରୁଛନ୍ତି
ସମକକ୍ଷ : ଅନବରତ, ନିରବଚ୍ଚିନ୍ନ ଭାବରେ
बिना आराम किए।
In a restless manner.
ଅର୍ଥ : ବିନା ବିରାମରେ, ବିନା କ୍ରମଭଙ୍ଗରେ ବା ନ ଅଟକି
ଉଦାହରଣ : ଦୁଇ ଘଣ୍ଟା ଧରି ଲଗାତାର ବର୍ଷା ହେଉଛି ସଚିନ ଲାଗଲାଗ ଛକା ଲଗେଇଚାଲିଛି
ସମକକ୍ଷ : ଅନବରତ, ଅବିରାମ, ଅବିଶ୍ରାନ୍ତ, ଅହରହ, ଧମାଧମ, ନିରନ୍ତର, ଲଗାତାର, ଲାଗଲାଗ
बिना विराम के या बिना रुके या बिना क्रम-भंग के।
ଅର୍ଥ : ନିରନ୍ତର ହେଉଥିବା
ଉଦାହରଣ : ଅନବରତ ବର୍ଷାହେବା କାରଣରୁ ଜନ-ଜୀବନ ଅସ୍ତବ୍ୟସ୍ତ ହୋଇଗଲା
ସମକକ୍ଷ : ଅନବରତ, ଅବିଛିନ୍ନ, କ୍ରମାଗତ, ଲଗାତର
निरंतर होने वाला।
ସଂସ୍ଥାପନ କରନ୍ତୁ