ଅର୍ଥ : ଯେଉଁଥିରେ ଥକା ହେବନାହିଁ ବା ଥକା ରହିତ
ଉଦାହରଣ :
ମୀରା ଅକ୍ଳାନ୍ତ ପରିଶ୍ରମ କରି ତା ଲକ୍ଷ ହାସଲ କଲା ଶ୍ୟାମ ଅକ୍ଳାନ୍ତ ପରିଶ୍ରମୀ ବ୍ୟକ୍ତି
ସମକକ୍ଷ : ଅକ୍ଳାନ୍ତ, କ୍ଳାନ୍ତିହୀନ
ଅର୍ଥ : ଯିଏ କ୍ଲାନ୍ତ ହୋଇନଥାଏ
ଉଦାହରଣ :
କ୍ଲାନ୍ତିହୀନ ତୀର୍ଥଯାତ୍ରୀ ମନ୍ଦିରଆଡ଼କୁ ଜୋରରେ ଆଗେଇ ଚାଲୁଛନ୍ତି
ସମକକ୍ଷ : ଅକ୍ଲାନ୍ତ, କ୍ଲାନ୍ତିହୀନ