ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିରବଚ୍ଛିନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିରବଚ୍ଛିନ   ବିଶେଷଣ

ଅର୍ଥ : କ୍ରମରେ ଆସିଥିବା

ଉଦାହରଣ : କ୍ରମାଗତ ହାରିବାପରେ ସେନାର ମନୋବଳ ଭାଙ୍ଗିଗଲା

ସମକକ୍ଷ : କ୍ରମାଗତ, ଧାରାବାହିକ, ନିରନ୍ତର

ठीक क्रम या बारी से आया हुआ।

दर्शकों ने क्रमागत खिलाड़ियों का तालियों से स्वागत किया।
क्रमप्राप्त, क्रमागत

In regular succession without gaps.

Serial concerts.
consecutive, sequent, sequential, serial, successive

ଅର୍ଥ : ନ ଅଟକି ନିରନ୍ତରଭାବେ ଆଗକୁ ବଢ଼ୁଥିବା ବା ଚାଲୁଥିବା

ଉଦାହରଣ : ଶ୍ରୀମତୀ ମଲ୍ଲିକ ଅନର୍ଗଳ ଭାଷଣ ଦିଅନ୍ତି

ସମକକ୍ଷ : ଅନବରତ, ଅନର୍ଗଳ, ଅବିରାମ, ନିରନ୍ତର

धारा के रूप में बिना रुके आगे बढ़ने या चलने वाला।

श्रीमती मल्लिक धारा प्रवाह भाषण देती हैं।
धारा प्रवाह, धाराप्रवाह, धारावत

Smooth and unconstrained in movement.

A long, smooth stride.
The fluid motion of a cat.
The liquid grace of a ballerina.
fluent, fluid, liquid, smooth