ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ରମାଗତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ରମାଗତ   ବିଶେଷଣ

ଅର୍ଥ : ଯାହାର କ୍ରମ ଭଙ୍ଗ ହୋଇ ନଥାଏ

ଉଦାହରଣ : ଏହା ତାଙ୍କର କ୍ରମାଗତ ରଚନା

जिसका क्रम न टूटे।

यह उनकी अभंग रचना है।
अभंग, अभङ्ग

Continuing forever or indefinitely.

The ageless themes of love and revenge.
Eternal truths.
Life everlasting.
Hell's perpetual fires.
The unending bliss of heaven.
aeonian, ageless, eonian, eternal, everlasting, perpetual, unceasing, unending

ଅର୍ଥ : କ୍ରମରେ ଆସିଥିବା

ଉଦାହରଣ : କ୍ରମାଗତ ହାରିବାପରେ ସେନାର ମନୋବଳ ଭାଙ୍ଗିଗଲା

ସମକକ୍ଷ : ଧାରାବାହିକ, ନିରନ୍ତର, ନିରବଚ୍ଛିନ

ठीक क्रम या बारी से आया हुआ।

दर्शकों ने क्रमागत खिलाड़ियों का तालियों से स्वागत किया।
क्रमप्राप्त, क्रमागत

In regular succession without gaps.

Serial concerts.
consecutive, sequent, sequential, serial, successive

ଅର୍ଥ : ନିରନ୍ତର ହେଉଥିବା

ଉଦାହରଣ : ଅନବରତ ବର୍ଷାହେବା କାରଣରୁ ଜନ-ଜୀବନ ଅସ୍ତବ୍ୟସ୍ତ ହୋଇଗଲା

ସମକକ୍ଷ : ଅନବରତ, ଅବିଛିନ୍ନ, ଅବିରତ, ଲଗାତର