ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପ୍ରତ୍ୟେକ ମୁହୂର୍ତ୍ତ ବା ପ୍ରତ୍ୟେକ ସମୟ
ଉଦାହରଣ : ଆମେ ସବୁବେଳେ ସତ କହିବା
ସମକକ୍ଷ : ଅନବଧି, ଅନବରତ, ଅହରହ, ଅହର୍ନିଶ, ନିରନ୍ତର, ନିଶିଦିବସ, ସଦାବେଳେ, ସବୁବେଳେ, ସବୁସମୟରେ, ସର୍ବଦା, ହରଦମ
हर एक पल या हर समय।
ସଂସ୍ଥାପନ କରନ୍ତୁ