ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବିନା ବିରାମରେ, ବିନା କ୍ରମଭଙ୍ଗରେ ବା ନ ଅଟକି
ଉଦାହରଣ : ଦୁଇ ଘଣ୍ଟା ଧରି ଲଗାତାର ବର୍ଷା ହେଉଛି ସଚିନ ଲାଗଲାଗ ଛକା ଲଗେଇଚାଲିଛି
ସମକକ୍ଷ : ଅନବରତ, ଅବିରତ, ଅବିଶ୍ରାନ୍ତ, ଅହରହ, ଧମାଧମ, ନିରନ୍ତର, ଲଗାତାର, ଲାଗଲାଗ
बिना विराम के या बिना रुके या बिना क्रम-भंग के।
ଅର୍ଥ : ଯାହାର ଗତି ଅଛି ବା ଯେ ଚଳମାନ
ଉଦାହରଣ : ଯନ୍ତ୍ରଟି ଗତିଶୀଳ ଅବସ୍ଥାରେ ଅଛି ସମୟ ସବୁବେଳେ ଗତିଶୀଳ
ସମକକ୍ଷ : ଗତିପୂର୍ଣ୍ଣ, ଗତିବାନ୍, ଗତିଶୀଳ, ଚଳଚଞ୍ଚଳ, ଚଳମାନ୍
जिसमें गति हो या जो चलायमान हो।
In motion.
ଅର୍ଥ : ନ ଅଟକି ନିରନ୍ତରଭାବେ ଆଗକୁ ବଢ଼ୁଥିବା ବା ଚାଲୁଥିବା
ଉଦାହରଣ : ଶ୍ରୀମତୀ ମଲ୍ଲିକ ଅନର୍ଗଳ ଭାଷଣ ଦିଅନ୍ତି
ସମକକ୍ଷ : ଅନବରତ, ଅନର୍ଗଳ, ନିରନ୍ତର, ନିରବଚ୍ଛିନ
धारा के रूप में बिना रुके आगे बढ़ने या चलने वाला।
Smooth and unconstrained in movement.
ସଂସ୍ଥାପନ କରନ୍ତୁ