ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ବାମିତ୍ବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ବାମିତ୍ବ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁର ମାଲିକ ବା ସ୍ବାମୀଙ୍କୁ ତାଙ୍କର ସ୍ବାମିତ୍ବ ପାଇଁ ମିଳୁଥିବା ହକ୍ ବା ଧନ

ଉଦାହରଣ : ଚାଷୀଙ୍କୁ ପଚାଶ ପ୍ରତିଶତ ମାଲିକାନା ଦେବାକୁ ପଡିଥାଏ

ସମକକ୍ଷ : ଅଧିକାର, ମାଲିକାନା

वह कर, दस्तूरी या हक़ या धन जो किसी चीज़ के मालिक या स्वामी को उसके स्वामित्व के बदले में मिलता हो।

किसानों को पचास प्रतिशत मालिकाना देना पड़ता है।
मालिकाना