ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସତ୍ତ୍ୱ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସତ୍ତ୍ୱ   ବିଶେଷ୍ୟ

ଅର୍ଥ : ଜଗତର ମୂଳ କାରଣ

ଉଦାହରଣ : ସାଂଖ୍ୟ ଦର୍ଶନ ଅନୁସାରେ ତତ୍ତ୍ୱର ସଂଖ୍ୟା ପଚିଶି ବୋଲି କୁହାଯାଇଛି

ସମକକ୍ଷ : ତତ୍ତ୍ୱ, ଭୂତ, ମୂଳ ଦ୍ରବ୍ୟ

जगत का मूल कारण।

सांख्य दर्शन के अनुसार तत्त्वों की संख्या पच्चीस बताई गई है।
तत्त्व, तत्व, भूत, मूल द्रव्य, सत्त्व, सत्व

ଅର୍ଥ : ଯେଉଁ ଅଧିକାର ବଳରେ କୌଣସି ବସ୍ତୁ ନିଜ ପାଖରେ ରଖାଯାଇପାରେ ଅଥବା କାହାରିଠାରୁ ନିଆଯାଇପାରେ ବା ମଗାଯାଇପାରେ

ଉଦାହରଣ : ସୀତାର ମଧ୍ୟ ଏହି ସମ୍ପତ୍ତିଉପରେ ଅଧିକାର ଅଛି

ସମକକ୍ଷ : ଅଧିକାର, ଦଖଲ, ହକ୍‌

वह अधिकार जिसके आधार पर कोई वस्तु अपने पास रखी अथवा किसी से ली या माँगी जा सकती हो।

सीता का भी इस सम्पत्ति पर अधिकार है।
अख़्तियार, अख्तियार, अधिकार, अधिकृति, इख़्तियार, इख्तियार, इजारा, तहत, दखल, दख़ल, दावा, मालिकाना, स्वत्त्व, स्वत्त्वाधिकार, स्वत्व, स्वत्वाधिकार, हक, हक़

An assertion of a right (as to money or property).

His claim asked for damages.
claim