ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହସ୍ତକ୍ଷେପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହସ୍ତକ୍ଷେପ   ବିଶେଷ୍ୟ

ଅର୍ଥ : କୌଣସି ହେବାକୁ ଯାଉଥିବା କାମରେ କିଛି ପରିବର୍ତ୍ତନ କରିବାପାଇଁ କହିବା କ୍ରିୟା

ଉଦାହରଣ : ସେ ମୋର ଏହି କାମରେ ବି ହସ୍ତପେକ୍ଷ କରୁଛନ୍ତି

ସମକକ୍ଷ : ଅଧିକାର, ଦଖଲ

किसी होते या चलते हुए काम में कुछ फेर बदल करने के लिए हाथ डालने या कुछ कहने की क्रिया।

वह मेरे इस काम में भी हस्तक्षेप कर रहा है।
दखल, दखलंदाजी, दखलअंदाजी, दखलन्दाजी, दख़ल, दख़लंदाज़ी, दख़लअंदाज़ी, दख़लन्दाज़ी, मदाखिलत, हस्तक्षेप