ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡିଗ୍ରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡିଗ୍ରୀ   ବିଶେଷ୍ୟ

ଅର୍ଥ : ବୃତ୍ତ ପରିଧିର ତ୍ରିଶତ ଷଷ୍ଠିତମ ଭାଗ

ଉଦାହରଣ : ଗଣିତ ଅଧ୍ୟାପକ ଛାତ୍ରମାନଙ୍କୁ ତିରିଶ ଡିଗ୍ରୀର କୋଣ ଅଙ୍କନ କରିବାକୁ କହିଲେ

ସମକକ୍ଷ : ଅଂଶ

वृत्त की परिधि का तीन सौ साठवाँ भाग।

गणित के अध्यापक ने छात्रों को तीस अंश का कोण बनाने को कहा।
अंश

A measure for arcs and angles.

There are 360 degrees in a circle.
arcdegree, degree

ଅର୍ଥ : ତାପମାତ୍ରା ମାପିବାର ଗୋଟିଏ ଏକକ

ଉଦାହରଣ : କାଲି ଏଠାକାର ତାପମାତ୍ରା ୨୦ ଡିଗ୍ରୀ ଥିଲା

ସମକକ୍ଷ : ଡିଗ୍ରୀ ସେଲ୍ସିୟସ

A unit of temperature on a specified scale.

The game was played in spite of the 40-degree temperature.
degree

ଅର୍ଥ : ଦେୱାନୀ ଅଦାଲତର ଯେଉଁ ଫଇସଲା ଅନୁସାରେ ବାଦୀକୁ କୌଣସି ଅଧିକାର ମିଳେ

ଉଦାହରଣ : ତାଙ୍କୁ ଘର ସମ୍ବନ୍ଧୀୟ ଡିଗ୍ରୀ ମିଳିଗଲା

ସମକକ୍ଷ : ଡିକ୍ରୀ, ଡିଗିରୀ

दीवानी न्यायालय का वह निर्णय जिसमें अभियोक्ता को कोई अधिकार मिलता है।

उसको भवन सम्बन्धी जयपत्र मिल गया।
न्यायाधीश ने डिक्री जारी कर दिया।
जयपत्र, डिक्री, डिगरी

A legally binding command or decision entered on the court record (as if issued by a court or judge).

A friend in New Mexico said that the order caused no trouble out there.
decree, edict, fiat, order, rescript

ଅର୍ଥ : କୌଣସି ବିଶିଷ୍ଟ ପରିମାପକ ଦ୍ବାରା ତାପମାନର ସମଗ୍ର

ଉଦାହରଣ : ପିଲାକୁ ଏକଶହ ତିନ ଡିଗ୍ରୀ ଜ୍ବର ହୋଇଛି

ସମକକ୍ଷ : ଡିଗରୀ

किसी विशिष्ट पैमाने पर तापमान की इकाई।

बच्चे को एक सौ तीन डिग्री बुखार है।
अंश, डिगरी, डिग्री

A unit of temperature on a specified scale.

The game was played in spite of the 40-degree temperature.
degree