ଅର୍ଥ : ରାନ୍ଧି ଖାଇବା ନିମନ୍ତେ କାହାରିକୁ ଦିଆଯାଉଥିବା କଞ୍ଚା ଭୋଜନ ସାମଗ୍ରୀ
ଉଦାହରଣ :
ସାଧୁବାବା ସିଧା ନେଇ ନିଜେ ତାଙ୍କ ଖାଦ୍ୟ ରାନ୍ଧିଲେ
ସମକକ୍ଷ : ସିଦା
ଅର୍ଥ : ଶିଷ୍ଟ ବ୍ୟବହାରରେ ବା ଭଲ ଭାବରେ
ଉଦାହରଣ :
ସେ ମୋ ସହିତ କେବେବି ସିଧା କଥା କହେନାହିଁ
ଅର୍ଥ : ବିଚଳିତ ନ ହୋଇ
ଉଦାହରଣ :
ତୁମେ ମୋତେ ସିଧା ଓ ସଫା ସଫା କୁହ କଣ ହେଲା?
ଅର୍ଥ : ବିନା ମଧ୍ୟସ୍ଥରେ
ଉଦାହରଣ :
ମୁ ଟଙ୍କା ପାଇଁ ସିଧା ତାଙ୍କ ସହିତ କଥା ହେଇଥିଲି
ଅର୍ଥ : ଯେ ବିନା ବିଚଳନ ବା ଅବରୋଧ ବା ବାଧାକୁ ଜାରି ରଖେ ବା ସିଧା ବା ଅନ୍ୟ ଅପେକ୍ଷା ଛୋଟ ଏବଂ କମ୍ ହୋଇଥାଏ
ଉଦାହରଣ :
ଏଠାରୁ ଦିଲ୍ଲୀ ଯିବାପାଇଁ ସିଧା ରାସ୍ତା କୁହନ୍ତୁ ଏଠାରୁ ବମ୍ବେ ଯିବାପାଇଁ କଣ ସିଧା ଉଡାଜାହାଜ ଅଛି