ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଠିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଠିକ   ବିଶେଷଣ

ଅର୍ଥ : ଯାହା ବ୍ୟଙ୍ଗ ବା ତେଢା ନୁହେଁ

ଉଦାହରଣ : ଦୟାକରି ଆପଣ ମୋର ସିଧା ପ୍ରଶ୍ନର ସିଧା ଉତ୍ତର ଦିଅନ୍ତୁ

ସମକକ୍ଷ : ସଳଖ, ସିଧା

जो व्यंग या टेढ़ा न हो।

कृपा कर आप मेरे सीधे सवालों के सीधे जवाब दीजिए।
अव्यंग, अव्यङ्ग, सीधा

ଅର୍ଥ : ଯିଏ ନୈତିକତାରେ ପୂର୍ଣ୍ଣ

ଉଦାହରଣ : ନୈତିକତାପୂର୍ଣ୍ଣ କାମହିଁ କରିବା ଉଚିତ

ସମକକ୍ଷ : ଉଚିତ, ନୀତିପୂର୍ଣ୍ଣ, ନୈତିକ, ନୈତିକତାପୂର୍ଣ୍ଣ

जो नैतिकता से भरा हुआ हो।

हमें नैतिक काम ही करना चाहिए।
उचित, नीतिपूर्ण, नीतियुक्त, नैतिक, नैतिकतापूर्ण, सही

ଅର୍ଥ : ଯେଉଁଭଳି ହେବା ଦରକାର ସେଭଳି

ଉଦାହରଣ : ଆପଣ ଉଚିତ କଥା କହିବା ଆବଶ୍ୟକ ସମୁଚିତ ପ୍ରଚେଷ୍ଟାଦ୍ୱାରା ଯେ କୌଣସି କାର୍ଯ୍ୟରେ ସଫଳତା ମିଳେ

ସମକକ୍ଷ : ଉଚିତ, ଉପଯୁକ୍ତ, ଯୋଗ୍ୟ, ସମୁଚିତ

जैसा होना चाहिए वैसा या जहाँ होना चाहिए वहाँ।

आपको उचित बात कहनी चाहिए।
समुचित प्रयास से ही किसी भी कार्य में सफलता मिलती है।
अर्ह, उचित, उपयुक्त, ऐन, ज़ेबा, जेबा, ठीक, प्रशस्त, मुनासिब, मुफ़ीद, मुफीद, मौज़ू, मौज़ूँ, मौजूँ, मौजूं, योग्य, रास, लायक, लायक़, वाजिब, सही

Suitable for a particular person or place or condition etc.

A book not appropriate for children.
A funeral conducted the appropriate solemnity.
It seems that an apology is appropriate.
appropriate

ଅର୍ଥ : ଯେମିତି ହେବାକଥା ସେମିତି ବା ଯେଉଁଥିରେ କୌଣସି ପ୍ରକାରର କୃତ୍ରିମତା ନାହିଁ

ଉଦାହରଣ : ସାକ୍ଷୀମାନେ ଡରିମରି ସତ୍ୟ ବୟାନ ଦେଲେନାହିଁ

ସମକକ୍ଷ : ଯଥାର୍ଥ, ସତ, ସତ୍ୟ

जैसा हो वैसा या जिसमें किसी प्रकार का बनावटीपन या छुपाव न हो।

गवाह ने डर के मारे सत्य बयान नहीं दिया।
अवदात, ऋत, ठीक, यथार्थ, सच, सच्चा, सत्य, सही, साँचा, सांचा