ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଳଖ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଳଖ   କ୍ରିୟା ବିଶେଷଣ

ଅର୍ଥ : ବିନା ମୋଡ଼ିବାରେ

ଉଦାହରଣ : ଆପଣ ଏଠାରୁ ସିଧା ଯାଆନ୍ତୁ ଓ ଡାକଘରଠାରୁ ବାମକୁ ମୋଡ଼ି ଯାଆନ୍ତୁ

ସମକକ୍ଷ : ସିଧା

बिना मुड़े, घूमे या झुके।

आप यहाँ से सीधे जाइए और डाकखाने से बाएँ मुड़ जाइएगा।
सीधा, सीधे

Without deviation.

The path leads directly to the lake.
Went direct to the office.
direct, directly, straight

ସଳଖ   ବିଶେଷଣ

ଅର୍ଥ : ଯାହା ବ୍ୟଙ୍ଗ ବା ତେଢା ନୁହେଁ

ଉଦାହରଣ : ଦୟାକରି ଆପଣ ମୋର ସିଧା ପ୍ରଶ୍ନର ସିଧା ଉତ୍ତର ଦିଅନ୍ତୁ

ସମକକ୍ଷ : ଠିକ, ସିଧା

जो व्यंग या टेढ़ा न हो।

कृपा कर आप मेरे सीधे सवालों के सीधे जवाब दीजिए।
अव्यंग, अव्यङ्ग, सीधा

ଅର୍ଥ : ବଙ୍କା ହୋଇ ନ ଥିବା

ଉଦାହରଣ : ଏହି ରାସ୍ତାଟି ସିଧା

ସମକକ୍ଷ : ଅବକ୍ର, ବକ୍ରହୀନ, ମୋଡ଼ହୀନ, ସିଧା

जो बिना घूमे, झुके या मुड़े कुछ दूर तक किसी एक ही ओर चला गया हो या जिसमें फेर या घुमाव न हो या जो वक्र या टेढ़ा-मेढ़ा न हो।

यह रास्ता सीधा है।
अभुग्न, अवक्र, ऋजु, मोड़हीन, वक्रहीन, वियंग, वियङ्ग, सरल, सीधा

Free from curves or angles.

A straight line.
straight