ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଷ୍କପଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଷ୍କପଟ   ବିଶେଷଣ

ଅର୍ଥ : ଚିତ୍ତରେ ସଦବୃତ୍ତି ବା ଭଲ ଅଭିପ୍ରାୟ ରଖିବା ଲୋକ, ଚୋରି ବା ଛଳ କପଟ ନକରିବା ଲୋକ

ଉଦାହରଣ : ଧାର୍ମିକ ବ୍ୟକ୍ତି ସମ୍ମାନର ପାତ୍ର

ସମକକ୍ଷ : ଛଳନାହୀନ, ଧାର୍ମିକ, ସଚ୍ଚା, ସଚ୍ଚୋଟ, ସତ୍ୟବଦୀ

चित्त में सद्वृत्ति या अच्छी नीयत रखने वाला, चोरी या छल-कपट न करने वाला।

ईमानदार व्यक्ति सम्मान का पात्र होता है।
अपैशुन, ईमानदार, ईमानी, ऋजु, छलहीन, दयानतदार, नयशील, निःकपट, निष्कपट, रिजु, वक्ता, सच्चा, सत्यपर, सधर्म, सधर्मक, सहधर्म, साधर्म

ଅର୍ଥ : କୌଣସି ବାହାନା ବା ବୁଝାମଣା ବିନା ସିଧାରେ

ଉଦାହରଣ : ସେ ଏମିତି ସାଦାସିଧା ନୁହେଁ ଯେତିକି ଦେଖେଉଛି

ସମକକ୍ଷ : ସରଳ, ସାଦାସିଧା, ସିଧା

* बिना किसी बहाने या समझौते के यानि सीधा।

वह इतना खरा नहीं है जितना दिखाता है।
खरा, सच्चा, सीधा

Without evasion or compromise.

A square contradiction.
He is not being as straightforward as it appears.
square, straight, straightforward

ଅର୍ଥ : ଯାହା ମନରେ ଛଳ-କପଟ ନାହିଁ ଏବଂ ଯେ ପୂରାପୂରି ସାଧାସିଧା

ଉଦାହରଣ : ଆଜିକାଲି ସରଳଲୋକଙ୍କୁ ବୋକା ବୋଲି ବୁଝାଯାଉଛି

ସମକକ୍ଷ : ଅକୁଟିଳ, ଅବୋଧ, କୁଟିଳତାହୀନ, ଛଳହୀନ, ସରଳ, ସିଧା ସାଧା

Lacking in sophistication or worldliness.

A child's innocent stare.
His ingenuous explanation that he would not have burned the church if he had not thought the bishop was in it.
ingenuous, innocent