ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଗକୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଗକୁ   କ୍ରିୟା ବିଶେଷଣ

ଅର୍ଥ : ଆଗ ଆଡ଼କୁ

ଉଦାହରଣ : ସେ ଧୀରେଧୀରେ ଆଗକୁ ବଢ଼ିଲା

ସମକକ୍ଷ : ଅଗ୍ରତର, ଅଗ୍ରସର

आगे की ओर (गति)।

वह धीरे-धीरे आगे बढ़ता गया।
अग्रतः, आगे

With a forward motion.

We drove along admiring the view.
The horse trotted along at a steady pace.
The circus traveled on to the next city.
Move along.
March on.
along, on

ଅର୍ଥ : ଆଗକୁ ଆସୁଥିବା ସମୟରେ

ଉଦାହରଣ : ଭବିଷ୍ୟତରେ କଣ ହେବ କେହି ଜାଣି ନାହାନ୍ତି

ସମକକ୍ଷ : ଅଗତ୍ୟା, ଭବିଷ୍ୟତ କାଳରେ, ଭବିଷ୍ୟତ ରେ, ଭବିଷ୍ୟରେ

आगे आने वाले समय में।

भविष्य में क्या होगा कोई नहीं जानता।
अगत्या, आगे, भविष्य काल में, भविष्य में

ଅର୍ଥ : ସାମ୍ନା ଆଡ଼କୁ ସିଧା

ଉଦାହରଣ : ସଡ଼କରେ ଚାଲିଲା ବେଳେ ଆଗକୁ ଦେଖିବା ଉଚିତ୍‌

ସମକକ୍ଷ : ସମ୍ମୁଖକୁ, ସାମ୍ନାକୁ, ସିଧା

सीधे आगे की ओर।

सड़क पर चलते समय सीधे देखो।
सामने, सीधा, सीधे

In a straight direct way.

Looked him squarely in the eye.
Ran square into me.
square, squarely

ଅର୍ଥ : ଏହି ସମୟର ପରେ

ଉଦାହରଣ : ଏବେ ଏହି ଭୁଲ ଦ୍ୱିତୀୟ ଥର ହେବନାହିଁ

ସମକକ୍ଷ : ଏବେ, ଭବିଷ୍ୟତରେ

इस समय के बाद से।

अब यह गलती दुबारा नहीं होगी।
अब, आइंदा, आइन्दा, आगे, आयंदा, आयन्दा