ଅର୍ଥ : ପ୍ରତିଷ୍ଠିତ ହେବାର ଅବସ୍ଥା ବା ଭାବ
ଉଦାହରଣ :
ତାହାର ସମାଜରେ ବଡ଼ ପ୍ରତିଷ୍ଠା ଅଛି ଏହି ନିର୍ବାଚନ ମୋତେ ଯେ କୌଣସି ପ୍ରକାରେରେ ଜିତିବାକୁ ହେବ କାରଣ ଏହା ମୋର ମର୍ଯ୍ୟାଦାର ପ୍ରଶ୍ନ
ସମକକ୍ଷ : ଆଦର, ପ୍ରତିପତ୍ତି, ପ୍ରତିଷ୍ଠା, ମର୍ଯ୍ୟାଦା, ସ୍ଥିତି
ଅର୍ଥ : କୌଣସି କାମପାଇଁ ଦିଆଯାଇଥିବା ସମ୍ମାନ ବା ବସ୍ତୁ ଇତ୍ୟାଦି
ଉଦାହରଣ :
ସ୍ୱାଧୀନତା ଦିବସ ଅବସରରେ ପ୍ରତ୍ୟେକ ବିଦ୍ୟାଳୟରେ ପୁରସ୍କାର ବିତରଣ କରାଯାଏ
ସମକକ୍ଷ : ପୁରସ୍କାର
ଅର୍ଥ : ଆଦର ଓ ସମ୍ମାନ
ଉଦାହରଣ :
ସେଠ୍ ମନୋହରଜୀ ସମସ୍ତଙ୍କ ଆଦର ସମ୍ମାନ କରନ୍ତି
ସମକକ୍ଷ : ଅଭ୍ୟର୍ଥନା, ଆଦର ସମ୍ମାନ, ଖାତିରି