ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁରସ୍କାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁରସ୍କାର   ବିଶେଷ୍ୟ

ଅର୍ଥ : କୌଣସି କାମପାଇଁ ଦିଆଯାଇଥିବା ସମ୍ମାନ ବା ବସ୍ତୁ ଇତ୍ୟାଦି

ଉଦାହରଣ : ସ୍ୱାଧୀନତା ଦିବସ ଅବସରରେ ପ୍ରତ୍ୟେକ ବିଦ୍ୟାଳୟରେ ପୁରସ୍କାର ବିତରଣ କରାଯାଏ

ସମକକ୍ଷ : ସମ୍ମାନ

किसी काम के लिए सम्मानपूर्वक दिया जाने वाला धन या द्रव्य।

स्वतंत्रता दिवस के अवसर पर हर विद्यालय में पुरस्कारों का वितरण किया जाता है।
इकराम, इक़राम, इनाम, निष्क्रय, पारितोषिक, पुरस्कार

A tangible symbol signifying approval or distinction.

An award for bravery.
accolade, award, honor, honour, laurels

ଅର୍ଥ : କାହାରି ଉପରେ ଖୁସି ହୋଇ ଦିଆଯାଉଥିବା ବସ୍ତୁ ବା ଦ୍ରବ୍ୟ

ଉଦାହରଣ : ନର୍ତ୍ତକୀ ମାଗିଥିବା ବକସିସ୍‌ ରାଜା ପ୍ରଦାନ କଲେ

ସମକକ୍ଷ : ପାରିତୋଷିକ, ବକସିସ୍‌

वह वस्तु या द्रव्य जो किसी को खुश होकर दिया जाए।

राजा ने नर्तकी को मुँहमाँगी बख़्शीश दी।
इनाम, पारितोषिक, पुरस्कार, बकसीस, बख़्शीश, बख्शीश