ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁନାମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁନାମ   ବିଶେଷ୍ୟ

ଅର୍ଥ : ଖ୍ୟାତ ହେବାର ଅବସ୍ଥା ବା ଭାବ

ଉଦାହରଣ : ସଚିନ ତେନ୍ଦୁଲକର କ୍ରିକେଟ୍‌ରୁ ଖ୍ୟାତି ଓ ପଇସା ଉଭୟ ରୋଜଗାର କରିଛନ୍ତି

ସମକକ୍ଷ : ଖ୍ୟାତି, ନାମ, ପ୍ରଖ୍ୟାତି, ପ୍ରତିଷ୍ଠା, ପ୍ରସିଦ୍ଧି, ଯଶ, ସୁଖ୍ୟାତି, ସୁଯଶ

The state or quality of being widely honored and acclaimed.

celebrity, fame, renown

ଅର୍ଥ : ଉତ୍ତମ ପ୍ରତିଷ୍ଠା ବା ଇଜ୍ଜତ

ଉଦାହରଣ : ତାଙ୍କ ସମ୍ମାନରେ କୌଣସି ପ୍ରକାର ଆଞ୍ଚ ଆସିବା ଅନୁଚିତ

ସମକକ୍ଷ : ଖ୍ୟାତି, ମର୍ଯ୍ୟାଦା, ସମ୍ମାନ

अच्छी प्रतिष्ठा या इज्जत।

उनकी सुप्रतिष्ठा पर किसी तरह आँच नहीं आनी चाहिए।
सुपत, सुप्रतिष्ठा

ଅର୍ଥ : ଧୃତରାଷ୍ଟ୍ରଙ୍କ ଜଣେ ପୁତ୍ର

ଉଦାହରଣ : ସୁନାମଙ୍କ ବର୍ଣ୍ଣନା ମହାଭାରତରେ ମିଳେ

धृतराष्ट्र के एक पुत्र।

सुनाम का वर्णन महाभारत में मिलता है।
सुनाम

An imaginary being of myth or fable.

mythical being