ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିଷ୍ଠା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିଷ୍ଠା   ବିଶେଷ୍ୟ

ଅର୍ଥ : ଖ୍ୟାତ ହେବାର ଅବସ୍ଥା ବା ଭାବ

ଉଦାହରଣ : ସଚିନ ତେନ୍ଦୁଲକର କ୍ରିକେଟ୍‌ରୁ ଖ୍ୟାତି ଓ ପଇସା ଉଭୟ ରୋଜଗାର କରିଛନ୍ତି

ସମକକ୍ଷ : ଖ୍ୟାତି, ନାମ, ପ୍ରଖ୍ୟାତି, ପ୍ରସିଦ୍ଧି, ଯଶ, ସୁଖ୍ୟାତି, ସୁନାମ, ସୁଯଶ

The state or quality of being widely honored and acclaimed.

celebrity, fame, renown

ଅର୍ଥ : ପ୍ରତିଷ୍ଠିତ ହେବାର ଅବସ୍ଥା ବା ଭାବ

ଉଦାହରଣ : ତାହାର ସମାଜରେ ବଡ଼ ପ୍ରତିଷ୍ଠା ଅଛି ଏହି ନିର୍ବାଚନ ମୋତେ ଯେ କୌଣସି ପ୍ରକାରେରେ ଜିତିବାକୁ ହେବ କାରଣ ଏହା ମୋର ମର୍ଯ୍ୟାଦାର ପ୍ରଶ୍ନ

ସମକକ୍ଷ : ଆଦର, ପ୍ରତିପତ୍ତି, ମର୍ଯ୍ୟାଦା, ସମ୍ମାନ, ସ୍ଥିତି

प्रतिष्ठित होने की अवस्था या भाव।

उसकी समाज में बड़ी प्रतिष्ठा है।
यह चुनाव मुझे हर हालत में जीतना ही है क्योंकि मेरी नाक का सवाल है।
अस्मिता, आदर, आन-बान, आनबान, आबरू, इज़्ज़त, इज्जत, इफ़्तख़ार, इफ़्तिख़ार, इफ्तखार, इफ्तिखार, धाक, नाक, नाम, पत, पतपानी, पूछ, प्रतिष्ठा, मर्यादा, मान सम्मान, मान-सम्मान, रुतबा, लाज, सम्मान, साख

A high standing achieved through success or influence or wealth etc..

He wanted to achieve power and prestige.
prestige, prestigiousness

ଅର୍ଥ : ସ୍ଥାପନ ବା ପ୍ରତିଷ୍ଠା କରିବା କ୍ରିୟା

ଉଦାହରଣ : ଛକ ଉପରେ ଗାନ୍ଧିଜୀଙ୍କ ମୂର୍ତ୍ତିର ସ୍ଥାପନା ହେଲା

ସମକକ୍ଷ : ଥାପନା, ସ୍ଥାପନା

स्थापित या प्रतिष्ठा करने की क्रिया।

चौक पर गाँधीजी की मूर्ति की स्थापना के लिए मंत्री जी आएँगे।
अवस्थापन, आधान, आस्थापन, प्रतिष्ठा, प्रतिष्ठान, प्रस्थापन, प्रस्थापना, संस्थापन, संस्थापना, स्थापन, स्थापना

The act of putting something in a certain place.

emplacement, locating, location, placement, position, positioning

ଅର୍ଥ : ମନ୍ଦିର ବା ପ୍ରତିମା ଆଦିର ସ୍ଥାପନା

ଉଦାହରଣ : ଗାଆଁରେ ଶିବ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ଚାଲିଛି

मंदिर या प्रतिमा आदि की स्थापना।

गाँव में शिव मंदिर की सुप्रतिष्ठा की तैयारी चल रही है।
सुप्रतिष्ठा

ଅର୍ଥ : ଦେବମୂର୍ତ୍ତିର ସ୍ଥାପନା

ଉଦାହରଣ : ପ୍ରତିଷ୍ଠା ସମୟରେ ମନ୍ଦିରକୁ ବହୁତ ଲୋକ ଆସିଲେ

ସମକକ୍ଷ : ପ୍ରତିଷ୍ଠାନ, ସଂସ୍ଥାପନ

देवमूर्ति की स्थापना।

प्रतिष्ठान के समय मंदिर में बहुत लोग पधारे।
प्रतिष्ठान

ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ

ଉଦାହରଣ : ପ୍ରତିଷ୍ଠାରେ ଚାରିଟି ବର୍ଣ୍ଣ ଥାଏ

एक वर्णवृत्त।

प्रतिष्ठा में चार वर्ण होते हैं।
प्रतिष्ठा

(prosody) a system of versification.

poetic rhythm, prosody, rhythmic pattern