ଅର୍ଥ : ଯେଉଁ ବଡ଼ ଅଧିକାରୀ,ମାନ୍ୟଗଣ୍ୟ ବ୍ୟକ୍ତି ଆଦିଙ୍କ ଅଭିବାଦନରେ ତୋପ,ବନ୍ଧୁକ ଆଦି ଫୁଟାଯାଏ
ଉଦାହରଣ :
ରାଷ୍ଟ୍ରପତିଙ୍କପାଇଁ ଏକୋଇଶଟି ତୋପ ସଲାମୀ ଦିଆଗଲା
ସମକକ୍ଷ : ସଲାମୀ
ଅର୍ଥ : ସୈନିକ ଆଦିଙ୍କଦ୍ୱାରା ଏକ ବିଶେଷ ରୀତିରେ କୌଣସି ବଡ଼ ଅଧିକାରୀ,ମାନ୍ୟଗଣ୍ୟ ବ୍ୟକ୍ତି ବା ବସ୍ତୁ ଆଦିର ଅଭିବାଦନ
ଉଦାହରଣ :
ସୈନିକମାନଙ୍କଦ୍ୱାରା ତ୍ରିରଙ୍ଗା ପତାକାକୁ ଅଭିବାଦନ ଦିଆଗଲା
ସମକକ୍ଷ : ସଲାମୀ