ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାନ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାନ୍ୟ   ବିଶେଷ୍ୟ

ଅର୍ଥ : ଏଭଳି କଥା କିମ୍ବା କାର୍ଯ୍ୟ ଯାହା ଅନ୍ୟମାନଙ୍କପାଇଁ କହିବା ଓ କରିବାଦ୍ୱାରା ତାକୁ ପ୍ରସନ୍ନତା ମିଳେ କିମ୍ବା ସମ୍ନାନିତ ହେବାର ଅବସ୍ଥା

ଉଦାହରଣ : ମା’-ବାପାଙ୍କୁ ସମ୍ମାନ କରିବା ଉଚିତ

ସମକକ୍ଷ : ଆଦର, ଖାତିର, ମର୍ଯ୍ୟାଦା, ସମାଦାର, ସମ୍ମାନ

किसी व्यक्ति की प्रतिष्ठा या सम्मान का वह पूज्य भाव जो दूसरों के मन में रहता है।

माता-पिता का सम्मान करना चाहिए।
अभिनंदन, अभिनन्दन, अभिमति, अर्हण, आदर, इकराम, इज़्ज़त, इज्जत, कदर, कद्र, क़दर, ख़ातिर, खातिर, मान, लिहाज, लिहाज़, सत्कार, सम्मान

An attitude of admiration or esteem.

She lost all respect for him.
esteem, regard, respect

ମାନ୍ୟ   ବିଶେଷଣ

ଅର୍ଥ : ଯାହାଙ୍କୁ ପ୍ରତିଷ୍ଠା ମିଳିଛି ବା ଯାହାର ପ୍ରତିଷ୍ଠା ଅଛି

ଉଦାହରଣ : ପଣ୍ଡିତ ମହେଶ ନିଜ କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି

ସମକକ୍ଷ : ଅଗ୍ରଗଣ୍ୟ, ଗଣମାନ୍ୟ, ଗୌରବାନ୍ୱିତ, ନାମୀ, ପ୍ରତିଷ୍ଠିତ, ମାନନୀୟ, ସମ୍ଭ୍ରାନ୍ତ, ସମ୍ମାନିତ

ଅର୍ଥ : ଯାହା ସ୍ୱୀକାର କରାଯାଇଛି

ଉଦାହରଣ : ଏହା ଭାରତ ସରକାରଙ୍କଦ୍ୱାରା ସ୍ୱୀକୃତ ପରିଯୋଜନା

ସମକକ୍ଷ : ମଞ୍ଜୁରୀପ୍ରାପ୍ତ, ସ୍ୱୀକୃତ

ଅର୍ଥ : ମାନିବା ଯୋଗ୍ୟ

ଉଦାହରଣ : ଏ କଥା ମାନିବା ଯୋଗ୍ୟ ହେଉ, ତେବେତ କେହି ବିଶ୍ୱାସ କରିବେ

ସମକକ୍ଷ : ମାନିବା ଯୋଗ୍ୟ

मानने योग्य।

ये बातें माननीय हों तभी तो कोई विश्वास करेगा।
माननीय, मान्य

Worthy of acceptance or satisfactory.

Acceptable levels of radiation.
Performances varied from acceptable to excellent.
acceptable