ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମାପ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମାପ୍ତି   ବିଶେଷ୍ୟ

ଅର୍ଥ : ସମାପ୍ତ ହେବା କ୍ରିୟା ବା ଭାବ

ଉଦାହରଣ : ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ସହିତ ହିଁ ଗୋଟିଏ ଯୁଗର ଅବସାନ ଘଟିଲା

ସମକକ୍ଷ : ଅନ୍ତ, ଅବସାନ, ଇତି, ଇତିଶ୍ରୀ, ଉପସଂହାର, ପରିଶେଷ

The act of ending something.

The termination of the agreement.
conclusion, ending, termination

ଅର୍ଥ : କୌଣସି କାର୍ଯ୍ୟଆଦିର ଶେଷ

ଉଦାହରଣ : ଏହି ସମ୍ମେଳନର ସମାପନ ସମାରୋହରେ ବଡ଼ବଡ଼ ବିଦ୍ୱାନ ଭାଗ ନେଉଛନ୍ତି

ସମକକ୍ଷ : ଉଦ୍‌ଯାପନ, ସମାପନ

किसी कार्य आदि की समाप्ति।

इस सम्मेलन के समापन समारोह में बड़े-बड़े विद्वान भाग ले रहे हैं।
समापन

A concluding action.

closing, completion, culmination, mop up, windup

ଅର୍ଥ : କୌଣସି ବସ୍ତୁଆଦିର ସମାପ୍ତ ହେବା ଅବସ୍ଥା ବା ଭାବ

ଉଦାହରଣ : କଳିଯୁଗର ଅନ୍ତ ନିଶ୍ଚିତ

ସମକକ୍ଷ : ଅନ୍ତ, ଅବସାନ, ଇତି, ଉପସଂହାର, ଶେଷ

ଅର୍ଥ : ସମାପ୍ତ କରିବା କ୍ରିୟା ବା ଭାବ

ଉଦାହରଣ : ମୁ ଘରୋଇ ମାମଲା ସମାପ୍ତ କରି ଶ୍ରୀଘ୍ର ହିଁ ଫେରି ଆସିବି

ସମକକ୍ଷ : ନିଷ୍ପତ୍ତି, ମୀମାଂସା

निपटाने की क्रिया या भाव।

मैं घरेलू मामलों के निपटारे में बाहरी लोगों का हस्तक्षेप पसंद नहीं करती।
निपटान, निपटारा, निपटाव, निबटान, निबटारा, वृजन