ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପସଂହାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପସଂହାର   ବିଶେଷ୍ୟ

ଅର୍ଥ : ସମାପ୍ତ ହେବା କ୍ରିୟା ବା ଭାବ

ଉଦାହରଣ : ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ସହିତ ହିଁ ଗୋଟିଏ ଯୁଗର ଅବସାନ ଘଟିଲା

ସମକକ୍ଷ : ଅନ୍ତ, ଅବସାନ, ଇତି, ଇତିଶ୍ରୀ, ପରିଶେଷ, ସମାପ୍ତି

The act of ending something.

The termination of the agreement.
conclusion, ending, termination

ଅର୍ଥ : କୌଣସି ବସ୍ତୁଆଦିର ସମାପ୍ତ ହେବା ଅବସ୍ଥା ବା ଭାବ

ଉଦାହରଣ : କଳିଯୁଗର ଅନ୍ତ ନିଶ୍ଚିତ

ସମକକ୍ଷ : ଅନ୍ତ, ଅବସାନ, ଇତି, ଶେଷ, ସମାପ୍ତି

ଅର୍ଥ : କୌଣସି ବହିର ଶେଷରେ ଥିବା ଅଂଶ ଯେଉଁଥିରେ ତାର ଉଦ୍ଦେଶ୍ୟ ବିଷୟରେ ସଂକ୍ଷେପରେ କୁହାଯାଇଥାଏ

ଉଦାହରଣ : ମୁଁ ଉପସଂହାର ପଢ଼ି ହିଁ ବୁଝିଯାଏ ଯେ ଉପନ୍ୟାସଟି କିପରି ହୋଇଥିବ

किसी पुस्तक का अंतिम प्रकरण जिसमें उसका उद्देश्य संक्षेप में बतलाया गया हो।

मैं उपसंहार पढ़कर ही समझ जाती हूँ कि उपन्यास कैसा है।
उपसंहार

A short passage added at the end of a literary work.

The epilogue told what eventually happened to the main characters.
epilog, epilogue

ଅର୍ଥ : କୌଣସି ଘଟଣା ଆଦିର ନିଷ୍ପାଦନୀୟ ବା ଅନ୍ତିମ ଭାଗ

ଉଦାହରଣ : ଏହି ପୁସ୍ତକର ଶେଷଭାଗ ପଢ଼ିବାପରେ ହିଁ ଆପଣ କୌଣସି ନିଷ୍କର୍ଷରେ ପହଞ୍ଚିବେ

ସମକକ୍ଷ : ଅନ୍ତ, ଅନ୍ତିମ ଭାଗ, ଇତି, ଶେଷଭାଗ

किसी घटना आदि का निष्पादनीय या अंतिम भाग।

इस पुस्तक का अंत पढ़ने के बाद ही आप किसी निष्कर्ष पर पहुँचेंगे।
अंत, अन्त, उपसंहार