ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୀମାଂସା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୀମାଂସା   ବିଶେଷ୍ୟ

ଅର୍ଥ : ଅନୁମାନ ଏବଂ ତର୍କବିତର୍କରେ କିଏ ବାସ୍ତବରେ କିଭଳି ହୋଇଥାଏ ନିରୂପିତ କରିବା

ଉଦାହରଣ : ସେ କାବ୍ୟ ମୀମାଂସାରେ ଲାଗିଛି

अनुमान और तर्क-वितर्क से यह निश्चय करने की क्रिया कि कोई बात वास्तव में कैसी हो।

वह काव्य मीमांसा में लगा हुआ है।
मीमांसा

The act of making up your mind about something.

The burden of decision was his.
He drew his conclusions quickly.
conclusion, decision, determination

ଅର୍ଥ : ବିଚାର ପୂର୍ବକ ନିର୍ଣ୍ଣୟ କରାଯାଇଥିବା କାର୍ଯ୍ୟ

ଉଦାହରଣ : ଆଜିର ସଭାରେ ତୁଳସୀ ଦାସଙ୍କ ରଚନାଆଦିର ଆଲୋଚନା କରାଗଲା

ସମକକ୍ଷ : ଆଲୋଚନା, ବିବେଚନା

विचारपूर्वक निर्णय करने की क्रिया।

आज की संगोष्ठी तुलसीदास की रचनाओं के विवेचन के लिए आयोजित की गई थी।
मीमांसा, विवेचन, विवेचना

The process of giving careful thought to something.

consideration

ଅର୍ଥ : ସମାପ୍ତ କରିବା କ୍ରିୟା ବା ଭାବ

ଉଦାହରଣ : ମୁ ଘରୋଇ ମାମଲା ସମାପ୍ତ କରି ଶ୍ରୀଘ୍ର ହିଁ ଫେରି ଆସିବି

ସମକକ୍ଷ : ନିଷ୍ପତ୍ତି, ସମାପ୍ତି

निपटाने की क्रिया या भाव।

मैं घरेलू मामलों के निपटारे में बाहरी लोगों का हस्तक्षेप पसंद नहीं करती।
निपटान, निपटारा, निपटाव, निबटान, निबटारा, वृजन