ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମାପନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମାପନ   ବିଶେଷ୍ୟ

ଅର୍ଥ : କୌଣସି କାର୍ଯ୍ୟଆଦିର ଶେଷ

ଉଦାହରଣ : ଏହି ସମ୍ମେଳନର ସମାପନ ସମାରୋହରେ ବଡ଼ବଡ଼ ବିଦ୍ୱାନ ଭାଗ ନେଉଛନ୍ତି

ସମକକ୍ଷ : ଉଦ୍‌ଯାପନ, ସମାପ୍ତି

किसी कार्य आदि की समाप्ति।

इस सम्मेलन के समापन समारोह में बड़े-बड़े विद्वान भाग ले रहे हैं।
समापन

A concluding action.

closing, completion, culmination, mop up, windup

ଅର୍ଥ : କାମ ପୂରା କରିବା ପ୍ରକ୍ରିୟା

ଉଦାହରଣ : ଏହି କାମର ସଂପାଦନ ଠିକ ଭାବରେ ହୋଇଛି

ସମକକ୍ଷ : ନିର୍ବାହ, ନିଷ୍ପାଦନ, ସଂପାଦନ, ସଂପାଦନା, ସମ୍ପାଦନ, ସମ୍ପାଦନା

काम पूरा करने की क्रिया।

इस काम का सम्पादन ठीक तरह से हुआ।
संपादन, सम्पादन