ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇତିଶ୍ରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇତିଶ୍ରୀ   ବିଶେଷ୍ୟ

ଅର୍ଥ : ସମାପ୍ତ ହେବା କ୍ରିୟା ବା ଭାବ

ଉଦାହରଣ : ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ସହିତ ହିଁ ଗୋଟିଏ ଯୁଗର ଅବସାନ ଘଟିଲା

ସମକକ୍ଷ : ଅନ୍ତ, ଅବସାନ, ଇତି, ଉପସଂହାର, ପରିଶେଷ, ସମାପ୍ତି

The act of ending something.

The termination of the agreement.
conclusion, ending, termination