ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମରୂପତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମରୂପତା   ବିଶେଷ୍ୟ

ଅର୍ଥ : ଭିନ୍ନତ୍ୱର ଅଭାବ

ଉଦାହରଣ : ଅଭିନ୍ନତ୍ୱ କାରଣରୁ ଯାଆଁଳା ଭଉଣୀଙ୍କୁ ଚିହ୍ନିବା କଷ୍ଟକର

ସମକକ୍ଷ : ଅଭିନ୍ନତା, ଅଭିନ୍ନତ୍ୱ, ଏକରୂପତା

भिन्नत्व का अभाव।

अभिन्नता के कारण जुड़वाँ बहनों को पहचानना मुश्किल हो जाता है।
अभिन्नता, अभिन्नत्व, अभेद, अभेय, अभेव, अविशेष, एकत्व, एकरूपता, सर्वसमता

The quality of lacking diversity or variation (even to the point of boredom).

uniformity, uniformness

ଅର୍ଥ : ରୂପ, ପ୍ରକାର, ଗୁଣ ଆଦିରେ ସମାନ ହୋଇଥିବା ଅବସ୍ଥା

ଉଦାହରଣ : ଏହି ଦୁଇ ବସ୍ତୁ ମଧ୍ୟରେ ସାଦୃଶ୍ୟ ରହିଛି

ସମକକ୍ଷ : ଅନୁରୂପତା, ସମତା, ସମତୁଲ୍ୟତା, ସମାନତା, ସାଦୃଶ୍ୟ, ସାଦୃଶ୍ୟତା

रूप, प्रकार, गुण आदि में समान होने की अवस्था।

इन दोनों वस्तुओं में सादृश्य है।
अनुरूपता, अविरोध, एकरूपता, सदृशता, सदृश्यता, समरूपता, समानता, सरूपता, सरूपत्व, सादृश्य

The quality of being similar or comparable in kind or nature.

There is a remarkable homogeneity between the two companies.
homogeneity, homogeneousness